ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ୟୁକ୍ରେନ ଉପରେ ଋଷିଆର ମିସାଇଲ୍ ମାଡ଼: ୫ ମୃତ, ୩୦ରୁ ଅଧିକ ଆହତ

The Sakala Picture
Published On

କିଭ୍: ଥମିବାର ନା ଧରୁନି ରୁଷ୍‌ ଓ ୟୁକ୍ରେନ ମଧ୍ୟରେ ସଂଘର୍ଷ  । ଅନେକ ଦେଶ ଦୁଇ ଦେଶ ମଧ୍ୟରେ ଏହି ଯୁଦ୍ଧକୁ ଶାନ୍ତ କରିବାକୁ ଚେଷ୍ଟା କରୁଛନ୍ତି।  ଏହି କ୍ରମରେ ରୁଷ-ୟୁକ୍ରେନ ଯୁଦ୍ଧର ଶାନ୍ତିପୂର୍ଣ୍ଣ ସମାଧାନ ଖୋଜିବା ପାଇଁ ସାଉଦି ଆରବର ଜେଡ୍ଡାରେ ଆଲୋଚନା ଚାଲିଛି। ଏହା ସତ୍ତ୍ବେ ଉଭୟ ଦେଶ କ୍ରମାଗତ ଭାବରେ ପରସ୍ପର ଉପରେ ଆକ୍ରମଣ ଜାରି ରଖିଛନ୍ତି। ଏହି ସମୟରେ ପୂର୍ବ ୟୁକ୍ରେନ୍ ସହର ପୋକ୍ରୋଭସ୍କରେ ଋଷିଆ ମିସାଇଲ୍ ମାଡ଼ କରିଥିବା […]

କିଭ୍: ଥମିବାର ନା ଧରୁନି ରୁଷ୍‌ ଓ ୟୁକ୍ରେନ ମଧ୍ୟରେ ସଂଘର୍ଷ  । ଅନେକ ଦେଶ ଦୁଇ ଦେଶ ମଧ୍ୟରେ ଏହି ଯୁଦ୍ଧକୁ ଶାନ୍ତ କରିବାକୁ ଚେଷ୍ଟା କରୁଛନ୍ତି।  ଏହି କ୍ରମରେ ରୁଷ-ୟୁକ୍ରେନ ଯୁଦ୍ଧର ଶାନ୍ତିପୂର୍ଣ୍ଣ ସମାଧାନ ଖୋଜିବା ପାଇଁ ସାଉଦି ଆରବର ଜେଡ୍ଡାରେ ଆଲୋଚନା ଚାଲିଛି। ଏହା ସତ୍ତ୍ବେ ଉଭୟ ଦେଶ କ୍ରମାଗତ ଭାବରେ ପରସ୍ପର ଉପରେ ଆକ୍ରମଣ ଜାରି ରଖିଛନ୍ତି। ଏହି ସମୟରେ ପୂର୍ବ ୟୁକ୍ରେନ୍ ସହର ପୋକ୍ରୋଭସ୍କରେ ଋଷିଆ ମିସାଇଲ୍ ମାଡ଼ କରିଥିବା ଜଣାପଡିଛି। ଏହି ଆକ୍ରମଣରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ପ୍ରଥମେ ଏକ ୫ ମହଲା ଘର ଉପରେ ଆକ୍ରମଣ ହୋଇଥିଲା । ଉଦ୍ଧାର କାମ ଚାଲିଥିଲା ବେଳେ ପୁଣି ଏକ ମିସାଇଲ ମାଡ଼ ହୋଇଥିଲା। ମୃତାହତଙ୍କ ମଧ୍ୟରେ ୧୯ ପୁଲିସ ଓ ୫ ରେସ୍କ୍ୟୁ ସଦସ୍ୟ ଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ପଶ୍ଚିମ ଏସିଆରେ ବଢ଼ିଲା ଉତ୍ତେଜନା: ଇରାନ ଉପରେ ଇସ୍ରାଏଲର ପାଲଟା ମିସାଇଲ ମାଡ଼, ତେହେରାନରେ ଥରିଲା ଛାତି

ଆହୁରି ପଢ଼ନ୍ତୁ: ଟ୍ରମ୍ପ ଏବଂ ନେତନ୍ୟାହୁଙ୍କ ମଧ୍ୟରେ ରାଜନୈତିକ ଅସ୍ତିତ୍ୱ ବଞ୍ଚାଇବାକୁ ସଂଘର୍ଷ: କ'ଣ ରହିଛି ଏହାର ପ୍ରଭାବ?

08 Aug 2023 By The Sakala

ୟୁକ୍ରେନ ଉପରେ ଋଷିଆର ମିସାଇଲ୍ ମାଡ଼: ୫ ମୃତ, ୩୦ରୁ ଅଧିକ ଆହତ

କିଭ୍: ଥମିବାର ନା ଧରୁନି ରୁଷ୍‌ ଓ ୟୁକ୍ରେନ ମଧ୍ୟରେ ସଂଘର୍ଷ  । ଅନେକ ଦେଶ ଦୁଇ ଦେଶ ମଧ୍ୟରେ ଏହି ଯୁଦ୍ଧକୁ ଶାନ୍ତ କରିବାକୁ ଚେଷ୍ଟା କରୁଛନ୍ତି।  ଏହି କ୍ରମରେ ରୁଷ-ୟୁକ୍ରେନ ଯୁଦ୍ଧର ଶାନ୍ତିପୂର୍ଣ୍ଣ ସମାଧାନ ଖୋଜିବା ପାଇଁ ସାଉଦି ଆରବର ଜେଡ୍ଡାରେ ଆଲୋଚନା ଚାଲିଛି। ଏହା ସତ୍ତ୍ବେ ଉଭୟ ଦେଶ କ୍ରମାଗତ ଭାବରେ ପରସ୍ପର ଉପରେ ଆକ୍ରମଣ ଜାରି ରଖିଛନ୍ତି। ଏହି ସମୟରେ ପୂର୍ବ ୟୁକ୍ରେନ୍ ସହର ପୋକ୍ରୋଭସ୍କରେ ଋଷିଆ ମିସାଇଲ୍ ମାଡ଼ କରିଥିବା ଜଣାପଡିଛି। ଏହି ଆକ୍ରମଣରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ପ୍ରଥମେ ଏକ ୫ ମହଲା ଘର ଉପରେ ଆକ୍ରମଣ ହୋଇଥିଲା । ଉଦ୍ଧାର କାମ ଚାଲିଥିଲା ବେଳେ ପୁଣି ଏକ ମିସାଇଲ ମାଡ଼ ହୋଇଥିଲା। ମୃତାହତଙ୍କ ମଧ୍ୟରେ ୧୯ ପୁଲିସ ଓ ୫ ରେସ୍କ୍ୟୁ ସଦସ୍ୟ ଥିବା ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର