ଉତ୍କଳ ଦିବସ

ଆଜି ଉତ୍କଳ ଦିବସ: କାହିଁକି ପାଳନ ହୁଏ ଏହି ମହାନ ଦିନ? ଏମିତି ଗଠନ ହୋଇଥିଲା ଆମ ଓଡ଼ିଶା

ଆପଣମାନେ ସମସ୍ତେ ଜାଣିଛନ୍ତି ଏପ୍ରିଲ ୧ ତାରିଖରେ ଉତ୍କଳ ଦିବସ ପାଳନ କରାଯାଏ। କିନ୍ତୁ ଆପଣ ଜାଣିଛନ୍ତି କି ଆଜିର ଏହି ବିଶାଳ ଓଡ଼ିଶା ପ୍ରଦେଶ କିପରି ଗଠନ ହୋଇଥିଲା? କେତେ ସଂଗ୍ରାମ ଓ ତ୍ୟାଗ ପରେ ଭାଷା ଭିତ୍ତିରେ ଗଠିତ ଦେଶର ପ୍ରଥମ ରାଜ୍ୟ ହୋଇଥିଲା ଆମ ଓଡ଼ିଶା। ଆସନ୍ତୁ ଜାଣିବା ଆମ ମାଟିର...
ବିଶେଷ  ଓଡ଼ିଶା