Shreyas Iyer’s

ମହଙ୍ଗା ପଡ଼ିଲା ରଣଜୀ ନ ଖେଳିବା, BCCI ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ବାଦ୍ ପଡ଼ିଲେ ଆୟର ଓ ଇଶାନ

ନୂଆଦିଲ୍ଲୀ : BCCI ପକ୍ଷରୁ ଘୋଷଣା ହେଲା ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ତାଲିକା । ବାଦ୍ ପଡ଼ିଲେ ଶ୍ରେୟସ ଆୟାର ଏବଂ ଇଶାନ କିଶାନ । ତେବେ ବହୁ ଯୁବ ଖେଳାଳି ବିଭିନ୍ନ ଗ୍ରେଡରେ ସାମିଲ ହୋଇଛନ୍ତି। ବୁଧବାର ବିସିଆଇ ପକ୍ଷରୁ ଏହି ବାର୍ଷିକ ଚୁକ୍ତିନାମା ଘୋଷଣା କରାଯାଇଛି । ରଣଜୀ ଖେଳିବା ପାଇଁ ଶ୍ରେୟସ ଆୟର ଏବଂ ଇଶାନ କିଷନଙ୍କୁ କୁହାଯାଇଥିବା ସତ୍ତ୍ବେ ଉଭୟ ଖେଳିନଥିବାରୁ ଏମାନଙ୍କୁ ଏକପ୍ରକାର ଏପରି ଦଣ୍ଡ ଦିଆଯାଇଛି । ନିୟମିତ ଦଳରେ […]
ବଡ ଖବର  ଖେଳ ଖବର