Ravi­ta Amar­deep Case

ପରକୀୟା ପ୍ରୀତିର କରୁଣ ପରିଣତି! ସ୍ୱାମୀ ହତ୍ୟା ମାମଲାରେ ସ୍ତ୍ରୀ ଓ ପ୍ରେମିକଙ୍କୁ ମୃତ୍ୟୁଦଣ୍ଡ

ଉତ୍ତରପ୍ରଦେଶର ମେରଠ ଜିଲ୍ଲାରେ ସ୍ୱାମୀଙ୍କ ହତ୍ୟା ଏବଂ ଘଟଣାକୁ ସାପ କାମୁଡ଼ାଜନିତ ମୃତ୍ୟୁର ରୂପ ଦେବାକୁ ଉଦ୍ୟମ କରିଥିବା ମାମଲାରେ ଜଣେ ମହିଳା ଓ ତାଙ୍କ ପ୍ରେମିକଙ୍କୁ ଅଦାଲତ ମୃତ୍ୟୁଦଣ୍ଡ ଶୁଣାଇଥିବା ରିପୋର୍ଟ ପ୍ରକାଶ ପାଇଛି। ଦୋଷୀ ସାବ୍ୟସ୍ତ ମହିଳା ରବିତା ଏବଂ ତାଙ୍କ ପଡ଼ୋଶୀ ଅମରଦୀପଙ୍କ ବିରୋଧରେ ହତ୍ୟା ଓ ଅପରାଧିକ ଷଡ଼ଯନ୍ତ୍ର ମାମଲା...
ଦେଶ- ବିଦେଶ  ଅପରାଧ