Price Increase

ମୋବାଇଲ୍‌ ବ୍ୟବହାରକାରୀଙ୍କୁ ଲାଗିବ ବଡ଼ ଝଟ୍‌କା ! ଖୁବ୍‌ ଶୀଘ୍ର ମହଙ୍ଗା ହେବ ମୋବାଇଲ୍ ରିଚାର୍ଜ

ନୂଆଦିଲ୍ଲୀ: ସାରା ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପରେ ଏବେ ମୋବାଇଲ୍‌ ବ୍ୟବହାରକାରୀଙ୍କୁ ଲାଗିବାକୁ ଯାଉଛି ବଡ଼ ଝଟ୍‌କା। ରିପୋର୍ଟ ଅନୁଯାୟୀ, ଖୁବ୍‌ ଶୀଘ୍ର ମହଙ୍ଗା ହେବ ମୋବାଇଲ୍ ରିଚାର୍ଜ। ଏଥର ଟେଲିକମ୍‌ କମ୍ପାନୀଗୁଡିକ ରିଚାର୍ଜ ମୂଲ୍ୟରେ ୧୫% ପର୍ଯ୍ୟନ୍ତ ବୃଦ୍ଧି ଘଟାଇପାରନ୍ତି। ରିଚାର୍ଜ ମୂଲ୍ୟ ଉଭୟ ପ୍ରି-ପେଡ୍ ଏବଂ ପୋଷ୍ଟପେଡ୍ ସଂଯୋଗ କ୍ଷେତ୍ରରେ...
ବାଣିଜ୍ୟ  ବଡ ଖବର