Moody’s warning

ଟ୍ରମ୍ପ୍‌ ଶୁଳ୍କ ନୀତି ଉପରେ ମୁଡିସ୍‌ର ଚେତାବନୀ; ୯୦ ଦିନ ପରେ ଦୋହଲିଯିବ ବିଶ୍ବ କାରବାର

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଲାଗୁ କରିଥିବା ଶୁଳ୍କ ଏବେ ସାରା ବିଶ୍ବ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି। ଯଦିବା ଟ୍ରମ୍ପ୍‌ ଏହି ଶୁଳ୍କ ଲାଗୁରେ ଚୀନ୍‌କୁ ଛାଡି ଅନ୍ୟ ଦେଶଗୁଡିକୁ ୯୦ ଦିନିଆ ରିଆତି ଦେଇଛନ୍ତି, ହେଲେ ଏହାର ପ୍ରଭାବ ଏବେ ବିଶ୍ବ ପାଇଁ ଖରାପ ହେବାକୁ ଯାଉଛି। ଏ ସମ୍ପର୍କରେ ଏବେଠାରୁ ରେଟିଂ ଏଜେନ୍ସି ମୁଡିସ୍‌ ପକ୍ଷରୁ ଚେତାବନୀ ଦିଆଯାଇଛି। ରେଟିଂ ଏଜେନ୍ସି ମୁଡିସ୍‌ ବୁଧବାର ଦିନ କହିଛି ଯେ ଆମେରିକାର […]
ବାଣିଜ୍ୟ