find out baby’s gender

ପୁଅ କି ଝିଅ ଜାଣିବାକୁ ସ୍ତ୍ରୀର ପେଟ କାଟିଦେଲା ସ୍ବାମୀ

ବଦାଉଁ: ୨୨ ବର୍ଷର ବୈବାହିକ ଜୀବନ। ଗୋଟିଏ ପରେ ଗୋଟିଏ ୫ ଝିଅ ଜନ୍ମ ହୋଇଛନ୍ତି। କେବଳ ଝିଅ ଜନ୍ମ ଦେଉଥିବାରୁ ସ୍ତ୍ରୀକୁ ସର୍ବଦା ମିଳୁଥିଲା ସ୍ବାମୀଠାରୁ କ୍ରୁର ଲାଞ୍ଛନା। ଅନେକ ସମୟରେ ଭୀଷଣ କଳି ହେଉଥିଲା ଉଭୟଙ୍କ ମଧ୍ୟରେ। ତେବେ, ପୁଣି ଗର୍ଭବତୀ ହେଲା ସ୍ତ୍ରୀ। ୮ମାସର ଗର୍ଭ ଧାରଣ ଅବସ୍ଥାରେ ତା’ ପେଟରେ ବଢୁଥିବା ଶିଶୁର ଲିଙ୍ଗ ଜାଣିବାକୁ ସ୍ବାମୀ ପାନ୍ନାଲାଲ ପତ୍ନୀ ଅନିତାର ପେଟକୁ ଏକ ଦା’ରେ ଚିରିଦେଲା। କ୍ଷତ ଏତେ ଗଭୀର […]
ଦେଶ- ବିଦେଶ