Draper Startup House

ରାଜ୍ୟରେ ଷ୍ଟାର୍ଟଅପ୍‌‌କୁ ମିଳିବ ପ୍ରୋତ୍ସାହନ; ଖୁବଶୀଘ୍ର ଭୁବନେଶ୍ୱରରେ ଖୋଲିବ ‘ଡ୍ରାପର ଷ୍ଟାର୍ଟଅପ୍‌‌ ହାଉସ୍‌’

ଭୁବନେଶ୍ୱର: ରାଜ୍ୟରେ ଷ୍ଟାର୍ଟଅପ୍‌‌ର ହେବ ଅଭିବୃଦ୍ଧି। ଷ୍ଟାର୍ଟଅପ୍‌‌କୁ ମିଳିବ ପ୍ରୋତ୍ସାହନ। ରାଜ୍ୟରେ ଔଦ୍ୟୋଗିକତାକୁ ଆଗେଇନେବା ପାଇଁ ବେଙ୍ଗାଲୁରୁ ଭଳି ଏଠାରେ ମଧ୍ୟ ପ୍ରତିଷ୍ଠା ହେବ ଏକ ‘ଡ୍ରାପର ଷ୍ଟାର୍ଟଅପ୍‌‌ ହାଉସ୍‌’। ଏହି ଷ୍ଟାର୍ଟଅପ୍‌‌ ହାଉସ୍‌ ରାଜ୍ୟରେ ଷ୍ଟାର୍ଟଅପ୍‌‌ ଉଦ୍ୟୋଗୀମାନଙ୍କୁ ସମର୍ଥନ ଯୋଗାଇବ। ଓଡ଼ିଶାରେ ଏହି ଷ୍ଟାର୍ଟଅପ୍‌‌ ହାଉସ୍‌’ ପ୍ରତିଷ୍ଠା କରିବେ ଟିମ୍‌‌ ଡ୍ରାପର। ଏଥିପାଇଁ କଟକଠାରେ ଷ୍ଟାର୍ଟଅପ୍‌‌ ଓଡ଼ିଶାର ଏକ୍‌‌ଜିକ୍ୟୁଟିଭ ଚେୟାରମ୍ୟାନ ଡଃ ଓମ୍‌‌କାର ରାୟଙ୍କୁ ଭେଟି ଏ ସମ୍ପର୍କରେ ଏକ ବୈଠକରେ ଆଲୋଚନା କରିଛନ୍ତି ଟିମ୍‌‌ […]
ବାଣିଜ୍ୟ  ଓଡ଼ିଶା  ବଡ ଖବର