‘MPhil

ୟୁଜିସି ବନ୍ଦ କଲା ଏମ୍.ଫିଲ୍ ଡିଗ୍ରୀ: ଛାତ୍ରଛାତ୍ରୀଙ୍କୁ ଏହି ପାଠ୍ୟକ୍ରମରେ ଆଡମିସନ ନ ନେବାକୁ କଲା ଅନୁରୋଧ

ଭୁବନେଶ୍ବର: ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଏକ ବଡ଼ ନିଷ୍ପତ୍ତି ନେଇଛି । ବର୍ତ୍ତମାନଠାରୁ କୌଣସି କଲେଜରେ ଏମ୍.ଫିଲ୍ ନାମଲେଖା ହେବ ନାହିଁ। ଏମ୍.ଫିଲ୍ ଡିଗ୍ରୀକୁ ବନ୍ଦ କରିଦେଇଛି ୟୁଜିସି। ଏ ସମ୍ୱନ୍ଧରେ ୟୁଜିସି କଲେଜଗୁଡ଼ିକୁ ନୋଟିସ ଜାରି କରି ନିର୍ଦ୍ଦେଶ ଦେଇଛି। ୟୁଜିସି ସେକ୍ରେଟାରୀ ମନୀଷ ଯୋଶୀ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ଏହି ପାଠ୍ୟକ୍ରମରେ ଆଡମିସନ ନ ନେବାକୁ ଅନୁରୋଧ କରିଛନ୍ତି। ଅର୍ଥାତ ବର୍ତ୍ତମାନଠାରୁ ଏମ୍.ଫିଲ୍ ପାଠ୍ୟକ୍ରମର ମାନ୍ୟତାକୁ ସମାପ୍ତ କରି ଦିଆଯାଇଛି ମାଷ୍ଟର ଅଫ୍ ଫିଲୋସଫିର […]
ଦେଶ- ବିଦେଶ  ବଡ ଖବର