ରାଜେନ୍ଦ୍ର ସିଂ ଜାଡେଜା

କରୋନାରେ ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ ପରଲୋକ

କରୋନା ମହାମାରୀ ଦେଶର ଧନି, ଗରିବ, ରାଜନେତା, ଖେଳାଳି, ସମସ୍ତଙ୍କ ଉପରେ ପ୍ରଭାବ ପକାଇଛି। ଅନେକ ଲୋକଙ୍କୁ ନିଜ ପରିବାର ଠାରୁ ଅଲଗା କରିଦେଇଛି ଏହି ମହାମାରୀ କରୋନା । ପୂର୍ବତନ ଭାରତୀୟ ଅଲରାଉଣ୍ଡର ରାଜେନ୍ଦ୍ରସିଂ ଜାଡେଜା କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି। ଜାଡେଜାଙ୍କ ମୃତ୍ୟୁରେ ଭାରତୀୟ କ୍ରିକେଟ୍ ଜଗତ କାଇଁ ଏକ କଳା ଦିନ ପାଲଟିଛି। ଦ୍ରୁତ ବୋଲର ତଥା କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ଅମ୍ପେୟାର ରାଜେନ୍ଦ୍ର ସିଂ ଜାଡେଜାଙ୍କ […]
ବଡ ଖବର  ଖେଳ ଖବର