ପାରିବାରିକ କଳହରୁ ନିଜକୁ ଜାଳିଦେଲେ ମହିଳା !

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା -ଭୁବନ NAC ପୁରୁଣା ଥାନା ଅଞ୍ଚଳରେ ପୁଣି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦେହରେ ନିଆଁ ଲଗାଇ ମହିଳା ଜଣଙ୍କ ଆତ୍ମାହୁତି କରିଥିବା ଅଭିଯୋଗ ହୋଇଛି। ପାରିବାରିକ କଳହରୁ ଦେହରେ ନିଆଁ ଲଗାଇଥିବା ସୂଚନା ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରାଯାଇ କଟକ ମେଡିକାଲ୍ ସ୍ଥାନାନ୍ତର କରାଯାଇଛି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ମହିଳାଙ୍କ ଶରୀର ୫୦ ପ୍ରତିଶତ ପୋଡ଼ିଯାଇଛି।

About The Author: The Sakala