କେନ୍ଦୁଝର

ଅଗ୍ନିଶମ କେନ୍ଦ୍ରରେ ହାଇଡ୍ରାମା: ବରିଷ୍ଠ ଅଧିକାରୀଙ୍କ ନିର୍ଯାତନା ଅଭିଯୋଗ କରି ଛାତ ଉପରକୁ ଚଢ଼ିଲେ କର୍ମଚାରୀ

12 Sep 2026 16:56:13

ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

09 Sep 2026 13:38:47

ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

07 Sep 2026 18:01:31

ପାରିବାରିକ କଳହ: ସ୍ୱାମୀକୁ କାଠଫାଳିଆରେ ପିଟିପିଟି ହତ୍ୟା କଲା ସ୍ତ୍ରୀ

12 Aug 2026 12:29:18

କାନପୁର ଜଳସେଚନ ପ୍ରକଳ୍ପକୁ ନେଇ ପ୍ରଶାସନର ସ୍ପଷ୍ଟୀକରଣ: ଅସ୍ଥାୟୀ ଭାବେ ନିର୍ମିତ କଫର ଡ୍ୟାମ ଉପର ଦେଇ ପାଣି ପ୍ରବାହିତ, ମୁଖ୍ୟ ଡ୍ୟାମ ସମ୍ପୂର୍ଣ ସୁରକ୍ଷିତ

30 Jul 2026 17:47:58

ଘର ଏବଂ ଅଗଣାରୁ ଜଳ ନିଷ୍କାସନ ବେଳେ ବିଜୁଳି କରେଣ୍ଟ ଲାଗି ଅଗ୍ନୀଶମ ବାହିନୀର ଯବାନ ମୃତ

29 Jul 2026 12:56:12

ଅସୁସ୍ଥ ବାପାଙ୍କୁ ଡାକ୍ତରଖାନା ନେବା ବେଳେ ଗଛରେ ପିଟି ହେଲା କାର୍, ଗୋଟିଏ ପରିବାରର ୩ ମୃତ

23 Jul 2026 12:38:45

ଲଘୁଚାପ ବର୍ଷାରେ ଭାସିଗଲା ହନୁମନ୍ତିଆ ଓ କରଦାଙ୍ଗି ପୋଲ, ୫ ପଂଚାୟତର ୨୫ ହଜାରରୁ ଅଧିକ ଲୋକ ପ୍ରଭାବିତ

06 Jul 2026 13:30:16

ଚମ୍ପୁଆ ପୋଲିସର ଏନ୍‌କାଉଣ୍ଟରରେ କୁଖ୍ୟାତ ଆନ୍ତଃରାଜ୍ୟ ଚୋର ମହମ୍ମଦ ନାଫିସ ଆହତ

06 Jul 2026 12:04:40

ତେଲକୋଇ ଥାନା ସାତହଳିଆ ଜଙ୍ଗଲରେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ

30 Jun 2026 11:31:05

ତାମିଲନାଡୁ ଗ୍ୟାସ୍ ଟ୍ରାଜେଡି: ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଓଡ଼ିଆ ଯୁବତୀ ମୃତ, ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

26 Jun 2026 13:07:48

ସାଇଁକୁଳ ମେଡିକାଲ ରୋଗୀଶଯ୍ୟାରେ ଶୋଇଛି କୁକୁର, ସୁରକ୍ଷା କର୍ମୀଙ୍କ କାର୍ଯ୍ୟ ଉପରେ ଉଠିଲା ପ୍ରଶ୍ନ

03 Jun 2026 14:09:32