ମନୋରଞ୍ଜନ
ଓଡ଼ିଶା
ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର, ଖୋଲିଲା ୨ଟି ଗେଟ୍
ଭୁବନେଶ୍ବର: ଖୋଲିଲା ହୀରାକୁଦ ଡ୍ୟାମର ୨ଟି ଗେଟ। ଦୁଇଟି ଗେଟ ଦେଇ ବର୍ତ୍ତମାନ ବନ୍ୟା ଜଳ ନିଷ୍କାସନ ହେଉଛି। ଧୀରେଧୀରେ ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଥିବାରୁ ୨ଟି ଗେଟ ଖୋଲାଯାଇଛି। ପ୍ରତି ସେକେଣ୍ଡରେ ୭୩ ହଜାର ୩୦୮ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଛି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୮. ୨୩ ଫୁଟରେ ପହଞ୍ଚିଛି।

13 Sep 2023
By The Sakala

⊕ https://www.thesakala.in/latest-odisha-news/sambalpur/water-level-of-hirakud-dam-is-increasing-2/article-25387