ଛତିଶଗଡ଼ର ଚାଲାକି: ଖୋଲିଛି କଲମା, ହେଲେ ଭରୁନି ହୀରାକୁଦ

ସମ୍ବଲପୁର: ଛତିଶଗଡ଼ର ଚାଲାକି। କଲମା ଗେଟ୍ ଖୋଲିବା ନାଁରେ କରୁଛି ପ୍ରହସନ । ଗେଟ୍ ଖୋଲିଥିଲେ ବି ପ୍ରତି ଗେଟକୁ ଆଶିଂକ ଭାବେ ଖୋଲାଯାଇଛି । ଫଳରେ  ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଭରୁନି। କଲମାର ୧୭ ଗେଟ୍ ଖୋଲା ହୋଇଛି। ହେଲେ ମଧ୍ୟ ମହାନଦୀରେ ପାଣି ନାହିଁ। ଦେଢ ମିଟର ଲେଖାଏଁ ଖୋଲି ଛାଡ଼ି ଦେଇଛି ଛତିଶଗଡ଼। ଫଳରେ ଶୁଖିଲା ପଡ଼ିଛି ମହାନଦୀ। କଲମା ବ୍ୟାରେଜ୍ ଗେଟ୍ ଖୋଲିବା ପରେ ବି ବଢୁନି ହୀରାକୁଦ ଜଳଭଣ୍ଡାର ଜଳସ୍ତର। […]

ସମ୍ବଲପୁର: ଛତିଶଗଡ଼ର ଚାଲାକି। କଲମା ଗେଟ୍ ଖୋଲିବା ନାଁରେ କରୁଛି ପ୍ରହସନ । ଗେଟ୍ ଖୋଲିଥିଲେ ବି ପ୍ରତି ଗେଟକୁ ଆଶିଂକ ଭାବେ ଖୋଲାଯାଇଛି । ଫଳରେ  ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଭରୁନି। କଲମାର ୧୭ ଗେଟ୍ ଖୋଲା ହୋଇଛି। ହେଲେ ମଧ୍ୟ ମହାନଦୀରେ ପାଣି ନାହିଁ। ଦେଢ ମିଟର ଲେଖାଏଁ ଖୋଲି ଛାଡ଼ି ଦେଇଛି ଛତିଶଗଡ଼। ଫଳରେ ଶୁଖିଲା ପଡ଼ିଛି ମହାନଦୀ। କଲମା ବ୍ୟାରେଜ୍ ଗେଟ୍ ଖୋଲିବା ପରେ ବି ବଢୁନି ହୀରାକୁଦ ଜଳଭଣ୍ଡାର ଜଳସ୍ତର। ୬୦୦ ଫୁଟରୁ ଉପରକୁ ବଢ଼ୁନି ଜଳସ୍ତର।

About The Author: The Sakala