ଆଜି ଭାରତ-ଆଫଗାନିସ୍ତାନ T-20 ସିରିଜ । ୩ ଟିକିଆ ସିରିଜର ଆଜି ପ୍ରଥମ ମ୍ୟାଚ୍ । ଆଜି ମୋହାଲିରେ ସନ୍ଧ୍ୟା ୭ ଟାରେ ଅନୁଷ୍ଠିତ ହେବ ମ୍ୟାଚ । ୧୪ ମାସ ପରେ ଟି-୨୦ ଅଧିନାୟକ ଭାବେ ପଡିଆକୁ ଓହ୍ଲାଇବେ ରୋହିତ ଶର୍ମା । ଆହତ କାରଣରୁ ଏହି ମ୍ୟାଚରୁ ବାଦ୍ ପଡିଛନ୍ତି ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା । ଏଥିସହ ମ୍ୟାଚ୍ ପୂର୍ବରୁ ଭାରତୀୟ ଟିମ୍କୁ ଲାଗିଛି ଶକ୍ତ ଝଟକା । ଅଭିଜ୍ଞ ଖେଳାଳି ବିରାଟ କୋହଲି ପ୍ରଥମ ମ୍ୟାଚରେ ଅନୁପସ୍ଥିତ ରହିବେ ବୋଲି ସୂଚନା ଦିଆଯାଇଛି ।
ଆଜିଠୁ ଭାରତ-ଆଫଗାନିସ୍ତାନ ଟ୍ବେଣ୍ଟି-୨୦, ୩ ଟିକିଆ ସିରିଜର ଆଜି ପ୍ରଥମ ମ୍ୟାଚ୍
ଆଜି ଭାରତ-ଆଫଗାନିସ୍ତାନ T-20 ସିରିଜ । ୩ ଟିକିଆ ସିରିଜର ଆଜି ପ୍ରଥମ ମ୍ୟାଚ୍ । ଆଜି ମୋହାଲିରେ ସନ୍ଧ୍ୟା ୭ ଟାରେ ଅନୁଷ୍ଠିତ ହେବ ମ୍ୟାଚ । ୧୪ ମାସ ପରେ ଟି-୨୦ ଅଧିନାୟକ ଭାବେ ପଡିଆକୁ ଓହ୍ଲାଇବେ ରୋହିତ ଶର୍ମା । ଆହତ କାରଣରୁ ଏହି ମ୍ୟାଚରୁ ବାଦ୍ ପଡିଛନ୍ତି ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା । ଏଥିସହ ମ୍ୟାଚ୍ ପୂର୍ବରୁ ଭାରତୀୟ ଟିମ୍କୁ ଲାଗିଛି ଶକ୍ତ ଝଟକା । ଅଭିଜ୍ଞ ଖେଳାଳି […]