ମୁମ୍ବାଇ: ମୁମ୍ବାଇ ଉପକୂଳରେ ବୋଟ୍ ବୁଡ଼ି ଜଣ ୪୦ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ଗେଟ୍ୱେ ଅଫ୍ ଇଣ୍ଡିଆ ନିକଟରେ ବୋଟଟି ବୁଡ଼ିଥିବା ସୂଚନା। ବୋଟ୍ରେ ୬୦ ଜଣ ଥିଲେ। ସେମନଙ୍କ ମଧ୍ଯରୁ ୨୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ବର୍ତ୍ତମାନସୁଦ୍ଧା ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ କୋଷ୍ଟଗାର୍ଡ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରିହିଛି।
ମୁମ୍ବାଇ: ବୋଟ୍ ବୁଡ଼ି ଜଣେ ମୃତ, ୪୦ ନିଖୋଜ…