ବିଜେପିରୁ ଇସ୍ତଫା ଖବରକୁ ନୀତେଶ ଗଙ୍ଗଦେବଙ୍କ ଖଣ୍ଡନ, କହିଲେ ହ୍ୟାକ୍ ହୋଇଛି ଫେସବୁକ ଆଇଡି

ଭୁବନେଶ୍ବର: ବିଜେପିରୁ ଇସ୍ତଫା ଖବରକୁ ନୀତେଶ ଗଙ୍ଗଦେବଙ୍କ ଖଣ୍ଡନ । କହିଲେ, ମୋ ଫେସବୁକ ଆଇଡି ହ୍ୟାକ୍ ହୋଇଛି। ମୁଁ ବିଜେପିରେ ଅଛି ବୋଲି ସେ କହିଛନ୍ତି। କିଛି ସମୟ ପୂର୍ବରୁ ଦଳ ଛାଡ଼ିବା ନେଇ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିଲା । ସ୍ବାସ୍ଥ୍ୟଗତ ସମସ୍ୟା ଦର୍ଶାଇ ସେ ବିଜେପି ଛାଡ଼ିଥିବା କଥା ଉକ୍ତ ପୋଷ୍ଟରେ ଉଲ୍ଲେଖ ରହିଥିଲା। ସୋସିଆଲ୍ ମିଡିଆରେ ଫେସବୁକରେ ଉଲ୍ଲେଖଥିଲା ଯେ , ମୋର ଅସୁସ୍ଥତା କାରଣରୁ ମୁଁ କିଛି ଦିନ ପାଇଁ […]

ଭୁବନେଶ୍ବର: ବିଜେପିରୁ ଇସ୍ତଫା ଖବରକୁ ନୀତେଶ ଗଙ୍ଗଦେବଙ୍କ ଖଣ୍ଡନ । କହିଲେ, ମୋ ଫେସବୁକ ଆଇଡି ହ୍ୟାକ୍ ହୋଇଛି। ମୁଁ ବିଜେପିରେ ଅଛି ବୋଲି ସେ କହିଛନ୍ତି। କିଛି ସମୟ ପୂର୍ବରୁ ଦଳ ଛାଡ଼ିବା ନେଇ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିଲା । ସ୍ବାସ୍ଥ୍ୟଗତ ସମସ୍ୟା ଦର୍ଶାଇ ସେ ବିଜେପି ଛାଡ଼ିଥିବା କଥା ଉକ୍ତ ପୋଷ୍ଟରେ ଉଲ୍ଲେଖ ରହିଥିଲା।

ସୋସିଆଲ୍ ମିଡିଆରେ ଫେସବୁକରେ ଉଲ୍ଲେଖଥିଲା ଯେ , ମୋର ଅସୁସ୍ଥତା କାରଣରୁ ମୁଁ କିଛି ଦିନ ପାଇଁ ରାଜନୈତିକ କାର୍ଯ୍ୟକଳାପରୁ ବିରତି ନେଇ ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଉଛି ।

About The Author: The Sakala