ନୟାଗଡ଼: ନୃଶଂସ ପୁଅର ଉନ୍ମତ୍ତ କାଣ୍ଡ । ନିଜ ମାଆକୁ ଗୁଳି ମାରିଲା ଜନ୍ମକଲା ପୁଅ । ନୟାଗଡ଼ ଜିଲ୍ଲା ବାଣୀଗୋଚ୍ଛା ଥାନା କଳସାଖମଣ ଗାଁରେ ଘଟିଛି ଏଭାଲିଆ ଏକ ଅଭାବନୀୟ ଘଟଣା । ପୁଅ ଗୁଳିରେ ମାଆ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ମାଆ ହେଲେ ଦୁଇତା ପ୍ରଧାନ। ଅଭିଯୁକ୍ତ ପୁଅ ସୁଶାନ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ ପୋଲିସ ତଦନ୍ତ କରୁଛି। ପୋଲିସ ସୂଚନା ଅନୁସାରେ ସୁଶାନ୍ତ ନିଶାଗ୍ରସ୍ତ ଅବସ୍ଥାରେ ମାଆକୁ ଗୁଳି କରିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଦଶପଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।
ପୁଅର ଗୁଳି ମାଡ଼ରେ ମାଆ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
ନୟାଗଡ଼: ନୃଶଂସ ପୁଅର ଉନ୍ମତ୍ତ କାଣ୍ଡ । ନିଜ ମାଆକୁ ଗୁଳି ମାରିଲା ଜନ୍ମକଲା ପୁଅ । ନୟାଗଡ଼ ଜିଲ୍ଲା ବାଣୀଗୋଚ୍ଛା ଥାନା କଳସାଖମଣ ଗାଁରେ ଘଟିଛି ଏଭାଲିଆ ଏକ ଅଭାବନୀୟ ଘଟଣା । ପୁଅ ଗୁଳିରେ ମାଆ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ମାଆ ହେଲେ ଦୁଇତା ପ୍ରଧାନ। ଅଭିଯୁକ୍ତ ପୁଅ ସୁଶାନ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ ପୋଲିସ ତଦନ୍ତ କରୁଛି। ପୋଲିସ ସୂଚନା ଅନୁସାରେ ସୁଶାନ୍ତ ନିଶାଗ୍ରସ୍ତ ଅବସ୍ଥାରେ ମାଆକୁ ଗୁଳି […]