ଆଜିଠୁ ଜାନୁୟାରୀ ୩ ଯାଏଁ ବନ୍ଦ ରହିବ ନନ୍ଦନକାନନ

ଭୁବନେଶ୍ୱର/ନନ୍ଦନକାନନ/ବାରଙ୍ଗ: ଓମିକ୍ରନ୍‍ ସଂକ୍ରମଣ ବ୍ୟାପିବାର ଆଶଙ୍କାରେ ନନ୍ଦନକାନନକୁ ଚଳିତ ମାସ ୩୦ ତାରିଖରୁ ୨୦୨୨ ଜାନୁୟାରୀ ମାସ ୩ ତାରିଖ ଯାଏଁ ବନ୍ଦ କରାଯାଇଛି। ପର୍ଯ୍ୟଟନ ଋତୁ ଚାଲିଥିବା ବେଳେ ଆଗକୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼଼ିବାର ଯଥେଷ୍ଟ ସମ୍ଭବାନା ରହିଛି। ଗହଳି ବଢ଼଼ିଲେ କରୋନା ବଢ଼଼ିବାର ଯଥେଷ୍ଟ ସମ୍ଭାବନା ଥିବାବେଳେ ନନ୍ଦନକାନନ କର୍ତ୍ତୃପକ୍ଷ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିବା ନନ୍ଦନକାନନ ଉପନିର୍ଦ୍ଦେଶକ ଡ ସଞ୍ଜିତ କୁମାର ସୂଚନା ଦେଇଛନ୍ତି।

About The Author: The Sakala