ବାରିପଦା: ରବିବାର ଛୁଟିଦିନରେ ସାଙ୍ଗ ମାନଙ୍କ ସହିତ ଦେବକୁଣ୍ଡ ବୁଲିବାକୁ ଯାଇଥିବା ବେଳେ ଜଳପ୍ରପାତରେ ପଡି ଜଣେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ପିଆରଏମ୍ ମେଡିକାଲ କଲେଜର ୩ୟ ବର୍ଷ ଛାତ୍ର ଲିପନ ସାହୁ । ଉଦଳା ପୁଲିସ ମୃତଦେହ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ ପରେ ଶବବ୍ୟବଚ୍ଛେଦ ପାଇଁ ଉଦଳା ଡାକ୍ତରଖାନା ନେଇଛି ।
ଦେବକୁଣ୍ଡ ଜଳପ୍ରପାତରେ ପଡି ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ