ବାପାର ମୁଣ୍ଡ କାଟି ହତ୍ୟା କଲା ପୁଅ

ବାରିପଦା: ପୁଅ କାଟିଦେଲା ବାପାର ମୁଣ୍ଡ। ଘଟଣାଟି ଚାନ୍ଦୁଆ ଥାନା ଅନ୍ତର୍ଗତ ଚାନ୍ଦୁଆ ଗ୍ରାମର ଘଟଣା। ପାରିବାରିକ କଳହକୁ କେନ୍ଦ୍ର କରି ସୋମବାର ବିଳମ୍ବିତ ରାତିରେ ପୁଅ ଡାଙ୍ଗ ସିଂ ବାପା ବାଇଧର ସିଂ ମୁଣ୍ଡ କାଟି ଦେଇଛି। ବାପାକୁ ହତ୍ୟା ପରେ ମୁଣ୍ଡ ଧରି ଧରି ସାନ ପୁଅ ଚମ୍ପଟ ମାରିଛି। ମା’କୁ ମଧ୍ୟ ମାରିବାକୁ ଉଦ୍ୟମ କରିଥିବା ସୂଚନା। ପୁଅ ମାନସିକ ବିକାର ଗ୍ରସ୍ତ ବୋଲି ସୂଚନା ମିଳିଛି। ମଙ୍ଗଳବାର ସକାଳୁ ଖବର ପାଇ […]

ବାରିପଦା: ପୁଅ କାଟିଦେଲା ବାପାର ମୁଣ୍ଡ। ଘଟଣାଟି ଚାନ୍ଦୁଆ ଥାନା ଅନ୍ତର୍ଗତ ଚାନ୍ଦୁଆ ଗ୍ରାମର ଘଟଣା। ପାରିବାରିକ କଳହକୁ କେନ୍ଦ୍ର କରି ସୋମବାର ବିଳମ୍ବିତ ରାତିରେ ପୁଅ ଡାଙ୍ଗ ସିଂ ବାପା ବାଇଧର ସିଂ ମୁଣ୍ଡ କାଟି ଦେଇଛି। ବାପାକୁ ହତ୍ୟା ପରେ ମୁଣ୍ଡ ଧରି ଧରି ସାନ ପୁଅ ଚମ୍ପଟ ମାରିଛି। ମା’କୁ ମଧ୍ୟ ମାରିବାକୁ ଉଦ୍ୟମ କରିଥିବା ସୂଚନା। ପୁଅ ମାନସିକ ବିକାର ଗ୍ରସ୍ତ ବୋଲି ସୂଚନା ମିଳିଛି। ମଙ୍ଗଳବାର ସକାଳୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

About The Author: The Sakala