ଦୁର୍ନୀତି ମାମଲାରେ ଫେରାର ପୂର୍ବତନ ବିଡିଓଙ୍କୁ ବାନ୍ଧିଲା ଭିଜିଲାନ୍ସ

The Sakala Picture
Published On

ଭୁବନେଶ୍ବର: କୋରାପୁଟ ନାରାୟଣପଟଣାର ପୂର୍ବତନ ବିଡିଓ ରେମେଶ ଚନ୍ଦ୍ର ସାହୁଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଛି। ତାଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ ବିଭାଗ ୭ଟି ମାମଲା ରୁଜୁ କରିଛି।  ସେ ୨୦୧୫ ଠାରୁ ଫେରାର ଥିଲେ। ଦୀର୍ଘ ୮ ବର୍ଷ ପରେ ଆଜି ଓଡିଶା ଭିଜିଲାନ୍ସ ରେମେଶ ଚନ୍ଦ୍ର ସାହୁଙ୍କୁ ନୂଆ ଦିଲ୍ଲୀରୁ ଗିରଫ କରିଛି। କୋର୍ଟରେ ହାଜରପରେ ଟ୍ରାଞ୍ଜିଣ୍ଟ ରିମାଣ୍ଡରେ ଭୁବନେଶ୍ବର ଅଣାଯିବ।

21 Aug 2023 By The Sakala

ଦୁର୍ନୀତି ମାମଲାରେ ଫେରାର ପୂର୍ବତନ ବିଡିଓଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ବର: କୋରାପୁଟ ନାରାୟଣପଟଣାର ପୂର୍ବତନ ବିଡିଓ ରେମେଶ ଚନ୍ଦ୍ର ସାହୁଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଛି। ତାଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ ବିଭାଗ ୭ଟି ମାମଲା ରୁଜୁ କରିଛି।  ସେ ୨୦୧୫ ଠାରୁ ଫେରାର ଥିଲେ। ଦୀର୍ଘ ୮ ବର୍ଷ ପରେ ଆଜି ଓଡିଶା ଭିଜିଲାନ୍ସ ରେମେଶ ଚନ୍ଦ୍ର ସାହୁଙ୍କୁ ନୂଆ ଦିଲ୍ଲୀରୁ ଗିରଫ କରିଛି। କୋର୍ଟରେ ହାଜରପରେ ଟ୍ରାଞ୍ଜିଣ୍ଟ ରିମାଣ୍ଡରେ ଭୁବନେଶ୍ବର ଅଣାଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର