ତେରମାଣପୁରଠାରେ ୨୦ ଫୁଟର ଘାଇ, ଚାଲିଛି ମରାମତି ପାଇଁ ଉଦ୍ୟମ

The Sakala Picture
Published On

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତେରମାଣପୁରରେ ମହାନଦୀରେ ବଡ଼ ଘାଇ । କୁଜଙ୍ଗ ବ୍ଲକ ରାହାମା ତେରମାଣପୁରଠାରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି । ଫଳରେ ସ୍ଥାନୀୟ ଅଞ୍ଚଳ ଜଳବନ୍ଦୀ ହୋଇଛି । ତେରମାଣପୁର, ପୋଟସାହି ଓ ମଠ ସାହି ଭିତରେ ବନ୍ୟାଜଳ ପ୍ରବେଶ କରିଛି । ଭୟରେ ୧୦୦ରୁ ଅଧିକ ପରିବାର ତାଳଦଣ୍ଡା ବନ୍ଧ ଉପରକୁ ଚାଲି ଆସିଛନ୍ତି । ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଘାଇ ମରାମତି ପାଇଁ ଉଦ୍ୟମ କରୁଛି । ଉଦ୍ଧାରକାରୀ ଦଳ […]

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତେରମାଣପୁରରେ ମହାନଦୀରେ ବଡ଼ ଘାଇ । କୁଜଙ୍ଗ ବ୍ଲକ ରାହାମା ତେରମାଣପୁରଠାରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି । ଫଳରେ ସ୍ଥାନୀୟ ଅଞ୍ଚଳ ଜଳବନ୍ଦୀ ହୋଇଛି । ତେରମାଣପୁର, ପୋଟସାହି ଓ ମଠ ସାହି ଭିତରେ ବନ୍ୟାଜଳ ପ୍ରବେଶ କରିଛି । ଭୟରେ ୧୦୦ରୁ ଅଧିକ ପରିବାର ତାଳଦଣ୍ଡା ବନ୍ଧ ଉପରକୁ ଚାଲି ଆସିଛନ୍ତି । ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଘାଇ ମରାମତି ପାଇଁ ଉଦ୍ୟମ କରୁଛି । ଉଦ୍ଧାରକାରୀ ଦଳ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରୁଛନ୍ତି ।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

04 Aug 2023 By The Sakala

ତେରମାଣପୁରଠାରେ ୨୦ ଫୁଟର ଘାଇ, ଚାଲିଛି ମରାମତି ପାଇଁ ଉଦ୍ୟମ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତେରମାଣପୁରରେ ମହାନଦୀରେ ବଡ଼ ଘାଇ । କୁଜଙ୍ଗ ବ୍ଲକ ରାହାମା ତେରମାଣପୁରଠାରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି । ଫଳରେ ସ୍ଥାନୀୟ ଅଞ୍ଚଳ ଜଳବନ୍ଦୀ ହୋଇଛି । ତେରମାଣପୁର, ପୋଟସାହି ଓ ମଠ ସାହି ଭିତରେ ବନ୍ୟାଜଳ ପ୍ରବେଶ କରିଛି । ଭୟରେ ୧୦୦ରୁ ଅଧିକ ପରିବାର ତାଳଦଣ୍ଡା ବନ୍ଧ ଉପରକୁ ଚାଲି ଆସିଛନ୍ତି । ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଘାଇ ମରାମତି ପାଇଁ ଉଦ୍ୟମ କରୁଛି । ଉଦ୍ଧାରକାରୀ ଦଳ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରୁଛନ୍ତି ।

https://www.thesakala.in/latest-odisha-news/jagatsinghpur/20-fts-breach-occurred-in-mahanadi-river/article-24107
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର