By
The Sakala
ଭୁବନେଶ୍ବର: ଆଗକୁ ଆସୁଛି ସାଧାରଣତନ୍ତ୍ର ଦିବସ। ସାଧାରଣତନ୍ତ୍ର ଦିବସ ପାଇଁ ରାଜ୍ଯ ସରକରାଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ସକାଳ ୮. ୩୦ ପରେ ମୁଖ୍ୟ ଅତିଥି ଜାତୀୟ ପତାକା ଉତ୍ତୋଳନ କରିବେ। ସମାରୋହରେ କେବଳ ପୁଲିସ ଟିମ୍ ଭାଗ ନେଇ ପାରିବେ। ଛାତ୍ରଛାତ୍ରୀ,ଏନ୍ସିସି କ୍ୟାଡେଟମାନେ ଉତ୍ସବରେ ଭାଗ ନେବେନାହିଁ । ସାଧାରଣ ଲୋକଙ୍କୁ ସମାରୋହକୁ ବାରଣ କରାଯାଇଛି। ଏ ନେଇ ସବୁ ଜିଲ୍ଲାପାଳଙ୍କୁ ଗୃହ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି।

About The Author: The Sakala