ସ୍ବାମୀ-ସ୍ତ୍ରୀ କଳିରୁ ଘରେ ଫୁଟିଲା ବୋମା, ଅଳ୍ପକେ ବର୍ତ୍ତିଲେ ସ୍ତ୍ରୀ ଓ ପଡ଼ୋଶୀ

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ କୁଶପଡ଼ା ଗାଁରେ ଅଭାବନୀୟ ଘଟଣା। ସ୍ବାମୀ-ସ୍ତ୍ରୀ କଳିରୁ ଘରେ ଫୁଟିଲା ବୋମା। ଉଡ଼ିଗଲା ଘରର ଛପର ଓ ପଡ଼ୋଶୀ ଘରର କାନ୍ଥ। ଅଘଟଣ ବେଳେ ଘରେ ନ ଥିଲେ ସ୍ତ୍ରୀ। ଅଳ୍ପକେ ବର୍ତ୍ତିଲେ ପଡ଼ୋଶୀ। ପାରିବାରିକ କଳହରୁ ଘରେ ସ୍ବାମୀ ନିଜେ ବୋମା ଫୁଟାଇଥିବା ଜଣାପଡ଼ିିଛି। ବୋମା ଫୁଟାଇଥିବା ଅଭିଯୁକ୍ତ ସ୍ବାମୀକୁ ପୁଲିସ ଉଠାଇ ନେଇଥିବା ସୂଚନା।

About The Author: The Sakala