ଜୁନ ୯ରୁ ମିଳିବ ରାଜ୍ୟରେ ମାଗଣା ବିଜୁଳି: କାର୍ତ୍ତିକ ପାଣ୍ଡିଆନ୍

ରାଉରକେଲା: ଜୁନ ୯ ତାରିଖରୁ ମିଳିବ ମାଗଣା ବିଜୁଳି। ରାଉରକେଲାର ରଘୁନାଥପାଲ୍ଲୀରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରି ଏଭଳି ସୂଚନା ଦେଇଛନ୍ତି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଥିବା କହିଛନ୍ତି ପାଣ୍ଡିଆନ୍। ଗ୍ରାହକଙ୍କୁ ଜୁଲାଇ ମାସରୁ ବିଜୁଳି ବିଲ ଦେବାକୁ ଆଉ ପଡିବନି। ମାଗଣା ବିଜୁଳି ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ନିର୍ବାଚନ ପରେ ଜୁନ ୯ ତାରିଖରେ ଶପଥଗ୍ରହଣ ସମାରୋହ ପରେ ସେହି ଦିନ ସଂଧ୍ୟାବେଳେ ମନ୍ତ୍ରୀମଣ୍ଡଳରେ ଏହି ନିଷ୍ପତ୍ତି ନେବେ ମୁଖ୍ୟମନ୍ତ୍ରୀ। […]

ରାଉରକେଲା: ଜୁନ ୯ ତାରିଖରୁ ମିଳିବ ମାଗଣା ବିଜୁଳି। ରାଉରକେଲାର ରଘୁନାଥପାଲ୍ଲୀରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରି ଏଭଳି ସୂଚନା ଦେଇଛନ୍ତି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଥିବା କହିଛନ୍ତି ପାଣ୍ଡିଆନ୍। ଗ୍ରାହକଙ୍କୁ ଜୁଲାଇ ମାସରୁ ବିଜୁଳି ବିଲ ଦେବାକୁ ଆଉ ପଡିବନି। ମାଗଣା ବିଜୁଳି ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ନିର୍ବାଚନ ପରେ ଜୁନ ୯ ତାରିଖରେ ଶପଥଗ୍ରହଣ ସମାରୋହ ପରେ ସେହି ଦିନ ସଂଧ୍ୟାବେଳେ ମନ୍ତ୍ରୀମଣ୍ଡଳରେ ଏହି ନିଷ୍ପତ୍ତି ନେବେ ମୁଖ୍ୟମନ୍ତ୍ରୀ। ଜୁନ ୯ ତାରିଖ ସଂଧ୍ୟାବେଳେ ମନ୍ତ୍ରିମଣ୍ଡଳରେ ପାସ କରିବେ। ଜୁଲାଇ ମାସରେ ବିଜୁଳି ବିଲ୍ ଦେବାକୁ ପଡିବ ନାହିଁ। ଏହା ନବୀନ ବାବୁଙ୍କର ଗ୍ୟାରେଣ୍ଟି ବୋଲି ରଘୁନାଥପାଲ୍ଲୀ ସାଧାରଣ ସଭାରେ ଘୋଷଣା କରିଛନ୍ତି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍।

About The Author: The Sakala