ରାଜ୍ଯରେ ପୁଣି କରୋନା ଗ୍ରାଫ ଉପର ମୁହାଁ: ଦୈନିକ ସଂକ୍ରମିତଙ୍କ ସଂଖ୍ଯା ଶହେ ପାର

ଭୁବନେଶ୍ବର: ରାଜ୍ଯରେ ପୁଣି କରୋନା ଗ୍ରାଫ ଉପର ମୁହାଁ । ଆଜି କ୍ରମାଗତ ଦ୍ୱିତୀୟ ଦିନରେ ଶହେ ପାର କରିଛି ଦୈନିକ ସଂକ୍ରମଣ। ୨୪ଘଣ୍ଟାରେ ୧୫ଜିଲ୍ଲା ଓ ଷ୍ଟେଟ ପୁଲରୁ ୧୬୧ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧରୁ ସର୍ବାଧିକ ୬୦ ଓ କଟକରୁ ୩୨ଜଣ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ମୋଟ ସକ୍ରିୟ ମାମଲା ୬୨୯କୁ ବୃଦ୍ଧି ପାଇଛି। 7. Keonjhar: 18. Khurda: 609. Mayurbhanj: 110. Nuapada: 111. Puri: 512. Rayagada: 513. Sambalpur: […]

ଭୁବନେଶ୍ବର: ରାଜ୍ଯରେ ପୁଣି କରୋନା ଗ୍ରାଫ ଉପର ମୁହାଁ । ଆଜି କ୍ରମାଗତ ଦ୍ୱିତୀୟ ଦିନରେ ଶହେ ପାର କରିଛି ଦୈନିକ ସଂକ୍ରମଣ। ୨୪ଘଣ୍ଟାରେ ୧୫ଜିଲ୍ଲା ଓ ଷ୍ଟେଟ ପୁଲରୁ ୧୬୧ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧରୁ ସର୍ବାଧିକ ୬୦ ଓ କଟକରୁ ୩୨ଜଣ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ମୋଟ ସକ୍ରିୟ ମାମଲା ୬୨୯କୁ ବୃଦ୍ଧି ପାଇଛି।

About The Author: The Sakala