ପୁରୀ ବ୍ୟତୀତ ଅନ୍ୟ କେଉଁଠି ବି ହେବନି ରଥଯାତ୍ରା-ସୁପ୍ରିମକୋର୍ଟ

The Sakala Picture
Published On

ଭୁବନେଶ୍ବର: ପୁରୀ  ଛଡା ଆନ୍ଯ କେଉଁଠି ହୋଇ ପାରିବନି ରଥଯାତ୍ରା । ପୁରୀ ଭଳି କଟକଣାର ସହିତ ରଥଯାତ୍ରା ପାଇଁ ସର୍ବୋଚ୍ଚ ନ୍ୟାୟାଳୟରେ ସମସ୍ତ ଆବେଦନ ଖାରଜ ହୋଇଛି। ଦାଖଲ ହୋଇଥିଲା ଏକାଧିକ ଆବେଦନକୁ ଖାରଜ କରିଛନ୍ତି ଖଣ୍ଡପୀଠ । ବାରିପଦା, କେନ୍ଦ୍ରାପଡା, ନୀଳଗିରି ଓ ବାଲେଶ୍ବରର ଶାସଙ୍ଗରେ ରଥଯାତ୍ରା ପାଇଁ ପୃଥକ ପୃଥକ ଆବେଦନ ହୋଇଥିଲା। ଆଜି ୧୧ଟା ବେଳେ ଆବେଦନକୁ ଖାରଜ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହ: ବିରୂପା ନଦୀକୁ ଡେଇଁଲେ ଦମ୍ପତି, ସ୍ତ୍ରୀ ଉଦ୍ଧାର ଓ ସ୍ୱାମୀ ନିଖୋଜ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର