ଗିରଫ ହେଲେ ଚର୍ଚ୍ଚିତ ନାଗା ସାଧୁ ବାବା ବୈଷ୍ଣବପୁରୀ

The Sakala Picture
Published On

ପୁରୀ : ଚର୍ଚ୍ଚିତ ନାଗା ସାଧୁ ଟି.ତୁମ୍ଭନାଥ ସୁବୁଦ୍ଧି ଓରଫ ବାବା ବୈଷ୍ଣବ ପୁରୀ ଗିରଫ ହୋଇଛନ୍ତି। ଗିରଫ ହେବା ପରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସୂଚନାଅନୁସାରେ ଆଜି ସକାଳେ ନାଗା ସାଧୁ ବୈଷ୍ଣବପୁରୀ କୋଭିଡ୍‌ ନିୟମ ଉଲ୍ଲଂଘନ କରି ଶ୍ରୀମନ୍ଦିର ମଧ୍ୟରେ ଥିବା ରୋହିଣୀ କୁଣ୍ଡରେ ଘୋଡା ଯାଇଥିବା ପଟାକୁ କାଢ଼ିବା ସହ ଫୋଫାଡି ଥିଲେ। ଏହାକୁ ଶ୍ରୀମନ୍ଦିର ଜେଟିପି ବାରଣ କରିବାରୁ ତାଙ୍କୁ ଅସଭ୍ୟ ଭାଷାରେ […]

ପୁରୀ : ଚର୍ଚ୍ଚିତ ନାଗା ସାଧୁ ଟି.ତୁମ୍ଭନାଥ ସୁବୁଦ୍ଧି ଓରଫ ବାବା ବୈଷ୍ଣବ ପୁରୀ ଗିରଫ ହୋଇଛନ୍ତି। ଗିରଫ ହେବା ପରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସୂଚନାଅନୁସାରେ ଆଜି ସକାଳେ ନାଗା ସାଧୁ ବୈଷ୍ଣବପୁରୀ କୋଭିଡ୍‌ ନିୟମ ଉଲ୍ଲଂଘନ କରି ଶ୍ରୀମନ୍ଦିର ମଧ୍ୟରେ ଥିବା ରୋହିଣୀ କୁଣ୍ଡରେ ଘୋଡା ଯାଇଥିବା ପଟାକୁ କାଢ଼ିବା ସହ ଫୋଫାଡି ଥିଲେ। ଏହାକୁ ଶ୍ରୀମନ୍ଦିର ଜେଟିପି ବାରଣ କରିବାରୁ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଦେବା ସହ ଧମକ ଦେଇଥିଲେ ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ କାଳକାଜୀ ମନ୍ଦିର ନିକଟରେ ପୋଲିସ ବେଶରେ ଆସି ନାବାଳିକାଙ୍କୁ ଗଣଦୁଷ୍କର୍ମ, ଏନକାଉଣ୍ଟର ପରେ ଜଣେ ଗିରଫ

ଶ୍ରୀମନ୍ଦିର ମଧ୍ୟରେ ମଧ୍ୟ ଶାନ୍ତ ବାତାବରଣକୁ ଅଶାନ୍ତ କରିଥିବା ସହ ଏଣେ ତେଣେ ଦୌଡ଼ି ଥିଲେ ନାଗା ସାଧୁ ବୈଷ୍ଣବପୁରୀ। ତେବେ ଏନେଇ ତାଙ୍କ ବିରୁଦ୍ଧରେ ଶ୍ରୀମନ୍ଦିର ସୁପରଭାଇଜର ପ୍ରତାପ ନନ୍ଦ ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତି କରି ପୁଲିସ ତଦନ୍ତ କରି  ନାଗା ସାଧୁ ଟି ତୁମ୍ଭ ନାଥ ସୁବୁଦ୍ଧି ଓରଫ ବାବା ବୈଷ୍ଣବ ପୁରୀକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର