ରାଜଧାନୀରେ ପୁଣି ମାତିଲେ ମୋ ବସ’ରେ ଚୋର, ପକେଟ କାଟି ନେଇଗଲେ ୨୦ ହାଜର ଟଙ୍କା

ଭୁବନେଶ୍ବର: ରାଜଧାନୀରେ ପୁଣି ମାତିଲେ ମୋ ବସ’ରେ ଚୋର। ପକେଟ କାଟି ନେଇଗଲେ ୨୦ ହାଜର ଟଙ୍କା। ଭଉଣୀକୁ ମେଡିକାଲରୁ ଡିସଚାର୍ଜ ପାଇଁ ଯାଉଥିବା ବେଳେ ଏହି ଚୋରିର ଶୀକାର ହଇଛନ୍ତି ଜଣେ ଯୁବକ। ଭିଡ଼ର ସୁଯୋଗ ନେଇ ଫେରାର ମାରିଛି ଚୋର। କାନ୍ଦିକାନ୍ଦି ଶେଷରେ ସ୍ଥାନୀୟ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି ମୟୁରଭଞ୍ଜ ଶ୍ରୀରାମ ପୁରର ହିମାଂଶୁ ଶେଖର ପ୍ରଧାନ। ଗତ କିଛି ଦିନ ତଳେ ମୋ ବସ’ରୁ ଯାତ୍ରୀଙ୍କ ମୋବାଇଲ ଚୋରି ନେଇ ଅଭିଯୋଗ […]

ଭୁବନେଶ୍ବର: ରାଜଧାନୀରେ ପୁଣି ମାତିଲେ ମୋ ବସ’ରେ ଚୋର। ପକେଟ କାଟି ନେଇଗଲେ ୨୦ ହାଜର ଟଙ୍କା। ଭଉଣୀକୁ ମେଡିକାଲରୁ ଡିସଚାର୍ଜ ପାଇଁ ଯାଉଥିବା ବେଳେ ଏହି ଚୋରିର ଶୀକାର ହଇଛନ୍ତି ଜଣେ ଯୁବକ। ଭିଡ଼ର ସୁଯୋଗ ନେଇ ଫେରାର ମାରିଛି ଚୋର। କାନ୍ଦିକାନ୍ଦି ଶେଷରେ ସ୍ଥାନୀୟ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି ମୟୁରଭଞ୍ଜ ଶ୍ରୀରାମ ପୁରର ହିମାଂଶୁ ଶେଖର ପ୍ରଧାନ। ଗତ କିଛି ଦିନ ତଳେ ମୋ ବସ’ରୁ ଯାତ୍ରୀଙ୍କ ମୋବାଇଲ ଚୋରି ନେଇ ଅଭିଯୋଗ ହୋଇଥିଲା।।

About The Author: The Sakala