ବାଲେଶ୍ବର: ସବୁ ସୀମା ଟପିଲେ ବ୍ରାଉନସୁଗର ମାଫିଆ । ବ୍ରାଉନସୁଗର ଚଢ଼ାଉ ବେଳେ ପୁଲିସ ଉପରେ ଆକ୍ରମଣ । ଆକ୍ରମଣରେ ୪ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଜଳେଶ୍ୱର ପୁଲିସ ପକ୍ଷରୁ ପଶ୍ଚିମବଙ୍ଗକୁ ବ୍ରାଉନସୁଗର ଚାଲାଣ ହେଥିବାର ଖବର ପାଇ ପ୍ରଥମେ ଆମ୍ବୁଳି ଅଠା ବାଇପାସ ନିକଟରେ ସତ୍ୟବ୍ରତ ଦାସ ନାମକ ବ୍ରାଉନସୁଗର ଚାଲାଣକାରୀକୁ ଅଟକ ରଖିଥିଲେ। ସତ୍ୟବ୍ରତ ଠାରୁ ୨୭୦ ଗ୍ରାମ ବ୍ରାଉନସୁଗର ଜବତ ହୋଇଥିଲା। ଜାହାର ଆନୁମାନିକ ମୂଲ୍ୟ ୨୭ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ଜଣାପଡ଼ିଛି। ତେବେ ଏ ନେଇ ପୁଲିସର ଅଧିକ ତଦନ୍ତ ପରେ ସମ୍ପୃକ୍ତ ବ୍ରାଉନସୁଗର ବେପାରୀ ସେଖବାଡର ସେକ୍ ମୁକିନକୁ ଗିରଫ ପାଇଁ ଯାଇଥିଲା । ମୁକିନକୁ ଧରିବା ସମୟରେ ୧୦ରୁ ଅଧିକ ମହିଳା ଅତର୍କିତ ପୁଲିସ ଉପରକୁ ଆକ୍ରମଣ କରିଥିଲେ। ଘଟଣାରେ ଦୁଇ ଜଣକୁ ଗିରଫ ରଖା ଯାଇଥିବା ସୂଚନା।
ବ୍ରାଉନସୁଗର ବେପାରୀକୁ ଗିରଫ ବେଳେ ପୁଲିସକୁ ଆକ୍ରମଣ କଲେ ମହିଳା
ବାଲେଶ୍ବର: ସବୁ ସୀମା ଟପିଲେ ବ୍ରାଉନସୁଗର ମାଫିଆ । ବ୍ରାଉନସୁଗର ଚଢ଼ାଉ ବେଳେ ପୁଲିସ ଉପରେ ଆକ୍ରମଣ । ଆକ୍ରମଣରେ ୪ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଜଳେଶ୍ୱର ପୁଲିସ ପକ୍ଷରୁ ପଶ୍ଚିମବଙ୍ଗକୁ ବ୍ରାଉନସୁଗର ଚାଲାଣ ହେଥିବାର ଖବର ପାଇ ପ୍ରଥମେ ଆମ୍ବୁଳି ଅଠା ବାଇପାସ ନିକଟରେ ସତ୍ୟବ୍ରତ ଦାସ ନାମକ ବ୍ରାଉନସୁଗର ଚାଲାଣକାରୀକୁ ଅଟକ ରଖିଥିଲେ। ସତ୍ୟବ୍ରତ ଠାରୁ ୨୭୦ ଗ୍ରାମ ବ୍ରାଉନସୁଗର ଜବତ ହୋଇଥିଲା। ଜାହାର ଆନୁମାନିକ ମୂଲ୍ୟ ୨୭ […]