ବିଏସ୍କେୱାଇ ଅଚଳ! ଚିକିତ୍ସା କରିବାକୁ ଅରାଜି ଘରୋଇ ଡାକ୍ତରଖାନା, ରେଫରାଲ କାଗଜ ନ ଥିଲେ ମିଳୁନାହିଁ ଚିକିତ୍ସା…
ସଫଳତାର ଅଧ୍ୟାୟରେ BSKYର ଆଉ ଏକ ଫର୍ଦ୍ଦ, ଚାଲିବାକୁ ସକ୍ଷମ ହେଲେ ଶଯ୍ୟାଶାୟୀ କୁମାରୀ
ଗରିବଙ୍କ ମୁହଁରେ ହସ ଫୁଟାଉଛି BSKY: ଭିନ୍ନକ୍ଷମ ଗୋକୁଳଙ୍କର ହେଲା ସଫଳ ଅସ୍ତ୍ରୋପଚାର, ମେନିଞ୍ଜିଓମାରୁ ମୁକ୍ତହେଲେ କାମିନୀ
ଜୀବନରେ ଖୁସି ଭରୁଛି ବିଏସ୍କେୱାଇ, ସହଜ ହୋଇପାରିଛି ଜଟିଳ ରୋଗର ଚିକିତ୍ସା
ଗରିବ ରୋଗୀମାନଙ୍କ ପାଇଁ ବରଦାନ ପାଲଟିଛି BSKY: ସୁସ୍ଥ ହେଲେ କଙ୍କଡାହାଡର ସୁଶାନ୍ତ ସାହୁ ଓ ଅସ୍ତରଙ୍ଗ ଅଞ୍ଚଳର ପ୍ରକାଶ କୁମାର
BSKY କୁ ଧନ୍ୟବାଦ ଦେଲେ ସଞ୍ଜୟ, ଅପରେସନ ପାଇଁ ୧୦ ଲକ୍ଷ ଟଙ୍କା ଯୋଗାଇଦେଲେ ରାଜ୍ୟ ସରକାର
ବରଦାନ ସାଜିଲା ବିଏସକେଓ୍ବାଇ, ମାଗଣାରେ ହେଲା ବ୍ୟୟବହୁଳ ଅପରେସନ
BSKY ଟିମ୍ ପ୍ରଚେଷ୍ଟାରେ ଘାସିରାମଙ୍କୁ ମିଳିଲା ଉପଯୁକ୍ତ ଚିକିତ୍ସା
“ସକାଳ” ପ୍ରଭାବ: ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶରେ ସମାଧାନ ହେଲା ରମେଶଙ୍କ BSKY କାର୍ଡ଼ ସମସ୍ୟା, ପାଇବେ ମାଗଣା ଚିକିତ୍ସା
ବିଏସକେୱାଇରେ ୬.୩୧ ଲକ୍ଷ ଲୋକଙ୍କୁ ମିଳିଲା ଦେୟମୁକ୍ତ ଚିକିତ୍ସା, ରାଜ୍ୟ ସରକାର ପୈଠ କଲେ ୧୩୮୯ କୋଟି
ରାଜ୍ୟବାସୀଙ୍କ ପାଇଁ ସଞ୍ଜିବନୀ ସାଜିଛି BSKY : ୫,୪୫,୩୩୯ ହିତାଧିକାରୀ ପାଇଲେଣି ଚିକିତ୍ସା ସୁବିଧା, ଖର୍ଚ୍ଚ ହୋଇଛି ୧୧୯୧ କୋଟି ଟଙ୍କା