‘ଏକ୍ସ’ ଆକାଉଣ୍ଟ୍‌ର ନାମ ପରିବର୍ତ୍ତନ ସହ ପ୍ରୋଫାଇଲ ଫଟୋ ବଦଳାଇଲେ ଏଲୋନ୍‌ ମସ୍କ, କ୍ରିପ୍ଟୋ ଜଗତରେ ହଇଚଇ ସୃଷ୍ଟି….

The Sakala Picture
Published On

ନୂଆଦିଲ୍ଲୀ: ଟେସ୍‌ଲା ସିଇଓ ତଥା ‘ଏକ୍ସ’ର ମାଲିକ ଏଲୋନ୍‌ ମସ୍କ ପୁଣି ଥରେ ତାଙ୍କ ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌ରେ ନିଜର ନାମ ପରିବର୍ତ୍ତନ କରିଛନ୍ତି। ପୂର୍ବରୁ ସେ ତାଙ୍କ ‘ଏକ୍ସ’ ଆକାଉଣ୍ଟ୍‌ର ନାମ ‘ଗୋର୍କଲନ୍‌ ରଷ୍ଟ୍‌’କୁ ପରିବର୍ତ୍ତନ କରିଥିବା ବେଳେ ଏବେ ସେଇ ନାମକୁ ବି ବଦଳାଇ ଦେଇଛନ୍ତି। ଏବେ ‘ଏକ୍ସ’ରେ ମସ୍କ ତାଙ୍କ ନାମ ରଖିଛନ୍ତି ‘କେକିୟସ୍‌ ମାସ୍କିମସ୍‌’। ନାମ ସହିତ ସେ ନିଜର ପ୍ରୋଫାଇଲ୍‌ ଫଟୋ ବି ବଦଳାଇଛନ୍ତି। ତେବେ ତାଙ୍କ ନାମ ଓ […]

ନୂଆଦିଲ୍ଲୀ: ଟେସ୍‌ଲା ସିଇଓ ତଥା ‘ଏକ୍ସ’ର ମାଲିକ ଏଲୋନ୍‌ ମସ୍କ ପୁଣି ଥରେ ତାଙ୍କ ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌ରେ ନିଜର ନାମ ପରିବର୍ତ୍ତନ କରିଛନ୍ତି। ପୂର୍ବରୁ ସେ ତାଙ୍କ ‘ଏକ୍ସ’ ଆକାଉଣ୍ଟ୍‌ର ନାମ ‘ଗୋର୍କଲନ୍‌ ରଷ୍ଟ୍‌’କୁ ପରିବର୍ତ୍ତନ କରିଥିବା ବେଳେ ଏବେ ସେଇ ନାମକୁ ବି ବଦଳାଇ ଦେଇଛନ୍ତି। ଏବେ ‘ଏକ୍ସ’ରେ ମସ୍କ ତାଙ୍କ ନାମ ରଖିଛନ୍ତି ‘କେକିୟସ୍‌ ମାସ୍କିମସ୍‌’। ନାମ ସହିତ ସେ ନିଜର ପ୍ରୋଫାଇଲ୍‌ ଫଟୋ ବି ବଦଳାଇଛନ୍ତି। ତେବେ ତାଙ୍କ ନାମ ଓ ପ୍ରୋଫାଇଲ୍‌ ଫଟୋକୁ ନେଇ ସେ କୌଣସି ବର୍ଣ୍ଣନା କରିନାହାନ୍ତି।

ଆହୁରି ପଢ଼ନ୍ତୁ: ହ୍ୱାଟ୍ସଆପରେ ବଢ଼ିବ ପ୍ରାଇଭେସି: ଏବେ ଟେକ୍ସଟ୍ ମେସେଜ୍ ପାଇଁ ମଧ୍ୟ ମିଳିବ 'ଭିୟୁ ୱାନ୍ସ' ଫିଚର୍

ମସ୍କଙ୍କ ନାମ ପରିବର୍ତ୍ତନ କ୍ରିପ୍ଟୋକରେନ୍ସି ଜଗତରେ ହଇଚଇ ସୃଷ୍ଟି କରିଛି। କାରଣ କେକିୟସ୍‌ ମାସ୍କିମସ୍‌ ମିମ୍‌ କଏନ୍‌ର ମୂଲ୍ୟ ଆକାଶଛୁଆଁ ହୋଇଥିଲା। ବିନାନ୍ସ ଅନୁଯାୟୀ, ବିଲିୟନେୟାର ତାଙ୍କ ‘ଏକ୍ସ’ର ନାମ ବଦଳାଇବା ପରେ ମିମ୍‌ କଏନ୍‌ର ମୂଲ୍ୟ ପ୍ରାୟା ୧୧୯ % ବୃଦ୍ଧି ପାଇଛି। ମସ୍କ ଏଥରକୁ ମିଶାଇ ଦ୍ବିତୀୟ ଥର ପାଇଁ ତାଙ୍କ ପ୍ରୋଫାଇଲ୍‌ର ନାମ ବଦଳାଇଛନ୍ତି। ଗତ ବର୍ଷ ଡିସେମ୍ବରରେ ସେ ଶେଷ ଥର ପାଇଁ ତାଙ୍କ ନାମ ପରିବର୍ତ୍ତନ କରିଥିଲେ।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରୁ କାହିଁକି ହଟୁଛି ପୋଷ୍ଟ? ସେନ୍ସରସିପ୍ ଗୁଜବ ଉପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଖୁଲାସା

17 May 2025 By The Sakala

‘ଏକ୍ସ’ ଆକାଉଣ୍ଟ୍‌ର ନାମ ପରିବର୍ତ୍ତନ ସହ ପ୍ରୋଫାଇଲ ଫଟୋ ବଦଳାଇଲେ ଏଲୋନ୍‌ ମସ୍କ, କ୍ରିପ୍ଟୋ ଜଗତରେ ହଇଚଇ ସୃଷ୍ଟି….

ନୂଆଦିଲ୍ଲୀ: ଟେସ୍‌ଲା ସିଇଓ ତଥା ‘ଏକ୍ସ’ର ମାଲିକ ଏଲୋନ୍‌ ମସ୍କ ପୁଣି ଥରେ ତାଙ୍କ ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌ରେ ନିଜର ନାମ ପରିବର୍ତ୍ତନ କରିଛନ୍ତି। ପୂର୍ବରୁ ସେ ତାଙ୍କ ‘ଏକ୍ସ’ ଆକାଉଣ୍ଟ୍‌ର ନାମ ‘ଗୋର୍କଲନ୍‌ ରଷ୍ଟ୍‌’କୁ ପରିବର୍ତ୍ତନ କରିଥିବା ବେଳେ ଏବେ ସେଇ ନାମକୁ ବି ବଦଳାଇ ଦେଇଛନ୍ତି। ଏବେ ‘ଏକ୍ସ’ରେ ମସ୍କ ତାଙ୍କ ନାମ ରଖିଛନ୍ତି ‘କେକିୟସ୍‌ ମାସ୍କିମସ୍‌’। ନାମ ସହିତ ସେ ନିଜର ପ୍ରୋଫାଇଲ୍‌ ଫଟୋ ବି ବଦଳାଇଛନ୍ତି। ତେବେ ତାଙ୍କ ନାମ ଓ ପ୍ରୋଫାଇଲ୍‌ ଫଟୋକୁ ନେଇ ସେ କୌଣସି ବର୍ଣ୍ଣନା କରିନାହାନ୍ତି।

ମସ୍କଙ୍କ ନାମ ପରିବର୍ତ୍ତନ କ୍ରିପ୍ଟୋକରେନ୍ସି ଜଗତରେ ହଇଚଇ ସୃଷ୍ଟି କରିଛି। କାରଣ କେକିୟସ୍‌ ମାସ୍କିମସ୍‌ ମିମ୍‌ କଏନ୍‌ର ମୂଲ୍ୟ ଆକାଶଛୁଆଁ ହୋଇଥିଲା। ବିନାନ୍ସ ଅନୁଯାୟୀ, ବିଲିୟନେୟାର ତାଙ୍କ ‘ଏକ୍ସ’ର ନାମ ବଦଳାଇବା ପରେ ମିମ୍‌ କଏନ୍‌ର ମୂଲ୍ୟ ପ୍ରାୟା ୧୧୯ % ବୃଦ୍ଧି ପାଇଛି। ମସ୍କ ଏଥରକୁ ମିଶାଇ ଦ୍ବିତୀୟ ଥର ପାଇଁ ତାଙ୍କ ପ୍ରୋଫାଇଲ୍‌ର ନାମ ବଦଳାଇଛନ୍ତି। ଗତ ବର୍ଷ ଡିସେମ୍ବରରେ ସେ ଶେଷ ଥର ପାଇଁ ତାଙ୍କ ନାମ ପରିବର୍ତ୍ତନ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର