କଟକ : ଐତିହାସିକ ବାରବାଟୀ ଷ୍ଟାଡିୟମକୁ ଅଢ଼େଇ ବର୍ଷ ପରେ ଆସିଛି ଅନ୍ତର୍ଜାତୀୟ ମ୍ୟାଚ୍। ଆଜି ସଂଧ୍ୟା ୭ଟାରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା ଟିମ୍। ତେବେ ମ୍ୟାଚ୍ ପୂର୍ବରାୁ ଗତକାଲି ଦୁଇ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିଛନ୍ତି। ତେବେ ଫଟୋରେ ଫଟୋରେ ଦେଖନ୍ତୁ ବାରବାଟୀରେ କିପରି ଅଭ୍ୟାସ କରୁଥିଲେ ଦୁଇ ଦଳର ଖେଳାଳି।
ଫଟୋ: ବିକାଶ ଶର୍ମା
ବାରବାଟୀ ଷ୍ଟାଡିୟମ
କୋଚ୍ ରାହୁଲ ଦ୍ରାବିଡଙ୍କ ତତ୍ବାବଧାନରେ ଅଭ୍ୟାସ କରୁଛନ୍ତି ଭାରତୀୟ ଅଲରାଉଣ୍ଡର ହାର୍ଦ୍ଧିକ ପାଣ୍ଡ୍ୟା
ଦକ୍ଷିଣ ଆଫ୍ରିକା ଦଳର ଅଭ୍ୟାସ
ଭାରତୀୟ ଦଳର ଅଭ୍ୟାସ