ଭାରତ- ଇଂଲଣ୍ଡ ତୃତୀୟ ଟେଷ୍ଟ: ପ୍ରଥମ ଇଂନିସରେ ମାତ୍ର ୭୮ ରନ୍ କରି ଭାରତ ଅଲ୍ ଆଉଟ୍

The Sakala Picture
Published On

ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟର ପ୍ରଥମ ଇଂନିସରେ ଭାରତର ବ୍ୟାଟିଂ ବିପର୍ଯ୍ଯୟ । ଟସ ଜିତି ଭାରତ ବ୍ଯାଟିଂ ନିଷ୍ପତ୍ତି ନେଇଥିଲା । ହେଲେ ବ୍ଯଟିଂରେ ସଫଳ ହୋଇପରିନି । ପ୍ରଥମ ଇଂନିସ୍‌ରେ ଇଂଲଣ୍ଡ ବୋଲରଙ୍କ ସାମ୍ନାରେ ଆତ୍ମସମର୍ପଣ କରିଛି ଟିମ୍‌ ଇଣ୍ଡିଆ ।୪୦.୪ ଓଭରରେ ମାତ୍ର ୭୮ ରନ କରି ଅଲଆଉଟ ହୋଇଯାଇଛି ଟିମ୍‌ ଇଣ୍ଡିଆ । ଓପନର ରୋହିତ ଶର୍ମା କିଛି ସମୟ ପଡିଆରେ ଜମି ରହିଥିଲେ ସୁଦ୍ଧା ବଡ ସ୍କୋର କରିବାକୁ ସକ୍ଷମ […]

ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟର ପ୍ରଥମ ଇଂନିସରେ ଭାରତର ବ୍ୟାଟିଂ ବିପର୍ଯ୍ଯୟ । ଟସ ଜିତି ଭାରତ ବ୍ଯାଟିଂ ନିଷ୍ପତ୍ତି ନେଇଥିଲା । ହେଲେ ବ୍ଯଟିଂରେ ସଫଳ ହୋଇପରିନି । ପ୍ରଥମ ଇଂନିସ୍‌ରେ ଇଂଲଣ୍ଡ ବୋଲରଙ୍କ ସାମ୍ନାରେ ଆତ୍ମସମର୍ପଣ କରିଛି ଟିମ୍‌ ଇଣ୍ଡିଆ ।୪୦.୪ ଓଭରରେ ମାତ୍ର ୭୮ ରନ କରି ଅଲଆଉଟ ହୋଇଯାଇଛି ଟିମ୍‌ ଇଣ୍ଡିଆ ।

ଆହୁରି ପଢ଼ନ୍ତୁ: ଆହତ କାରଣରୁ ଆଫଗାନିସ୍ତାନ ଦିନିକିଆରୁ ବାଦ୍ ପଡିଲେ ବିରାଟ କୋହଲି, ପ୍ରତ୍ୟାବର୍ତ୍ତନରେ ଲାଗିଲା ବ୍ରେକ୍

ଓପନର ରୋହିତ ଶର୍ମା କିଛି ସମୟ ପଡିଆରେ ଜମି ରହିଥିଲେ ସୁଦ୍ଧା ବଡ ସ୍କୋର କରିବାକୁ ସକ୍ଷମ ହୋଇ ନ ଥିଲେ ମାତ୍ର ୧୯ କରି ଆଉଟ ହୋଇଥିଲେ । ସେପଟେ କେଏଲ ରାହୁଲ ଖାତା ଖୋଲିବା ପୂର୍ବରୁ ପ୍ରଥମ ଓଭରରେ ହିଁ ଆଉଟ୍ ହୋଇଥିଲେ । ଚେତେଶ୍ବର ୧ ରନ କରି ଆଉଟ ହୋଇଛନ୍ତି । ଅଧିନାୟକ ବିରାଟ କୋହଲି ମାତ୍ର ୭ ରନ କରି ଆଉଟ ହେବା ସହିତ ପୁଣି ନିରାଶ କରିଛନ୍ତି । ଅଜିଙ୍କ୍ୟ ରାହାଣେ କିଛି ସମୟ ପିଚ୍‌ରେ ରହିଥିଲେ ସୁଦ୍ଧା ମାତ୍ର ୧୮ ରନ କରି ଆଉଟ ହୋଇଛନ୍ତି । ସେହିଭଳି ଋଷଭ ପନ୍ତ- ୨, ଜାଡେଜା ମାତ୍ର ୪ ରନ କରି ଆଉଟ ହୋଇଛନ୍ତି । ମହମ୍ମଦ ସାମୀ ଏବଂ ଜଶପ୍ରୀତ ବୁମରାହ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଛନ୍ତି । ଇଶାନ୍ତ ଶର୍ମା ୮ ରନ କରି ନଟଆଉଟ ଥିବାବେଳେ ମହମ୍ମଦ ସିରାଜ ୩ ରନ କରି ଆଉଟ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ୨୦୨୬ ଏସିଆନ୍ ଗେମ୍ସ ପାଇଁ ଭାରତୀୟ ଦଳ ଘୋଷଣା: ଶ୍ରେୟାସ ଆୟର ଅଧିନାୟକ, ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ

ଇଂଲଣ୍ଡ ପକ୍ଷରୁ ଜେମସ୍‌ ଆଣ୍ଡରସନ ୬ ରନ ଦେଇ ୩ଟି ଓ୍ବିକେଟ ନେଇଥିବା ବେଳ କ୍ରେଗ୍‌ ଓଭରଟନ୍‌  ୧୪ ରନ ଦେଇ ୩ଟି ଓ୍ବିକେଟ ନେଇଛନ୍ତି । ସେହିଭଳି ଓଲି ରବିନସନ୍‌ ଓ ସାମ କରନ ୨ଟି ଲେଖାଏଁ ଓ୍ବିକେଟ୍‌ ନେଇଥିଲେ।

ଆହୁରି ପଢ଼ନ୍ତୁ: ଟି-୨୦ ଟିମ୍‌ରୁ ସୂର୍ଯ୍ୟକୁମାର ଯାଦବ ବାଦ୍, ଶ୍ରେୟସ ଆୟର ହେଲେ ନୂଆ ଅଧିନାୟକ: କାରଣ ଖୋଲିଲେ ଅଜିତ ଅଗରକର

25 Aug 2021 By The Sakala

ଭାରତ- ଇଂଲଣ୍ଡ ତୃତୀୟ ଟେଷ୍ଟ: ପ୍ରଥମ ଇଂନିସରେ ମାତ୍ର ୭୮ ରନ୍ କରି ଭାରତ ଅଲ୍ ଆଉଟ୍

ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟର ପ୍ରଥମ ଇଂନିସରେ ଭାରତର ବ୍ୟାଟିଂ ବିପର୍ଯ୍ଯୟ । ଟସ ଜିତି ଭାରତ ବ୍ଯାଟିଂ ନିଷ୍ପତ୍ତି ନେଇଥିଲା । ହେଲେ ବ୍ଯଟିଂରେ ସଫଳ ହୋଇପରିନି । ପ୍ରଥମ ଇଂନିସ୍‌ରେ ଇଂଲଣ୍ଡ ବୋଲରଙ୍କ ସାମ୍ନାରେ ଆତ୍ମସମର୍ପଣ କରିଛି ଟିମ୍‌ ଇଣ୍ଡିଆ ।୪୦.୪ ଓଭରରେ ମାତ୍ର ୭୮ ରନ କରି ଅଲଆଉଟ ହୋଇଯାଇଛି ଟିମ୍‌ ଇଣ୍ଡିଆ ।

ଓପନର ରୋହିତ ଶର୍ମା କିଛି ସମୟ ପଡିଆରେ ଜମି ରହିଥିଲେ ସୁଦ୍ଧା ବଡ ସ୍କୋର କରିବାକୁ ସକ୍ଷମ ହୋଇ ନ ଥିଲେ ମାତ୍ର ୧୯ କରି ଆଉଟ ହୋଇଥିଲେ । ସେପଟେ କେଏଲ ରାହୁଲ ଖାତା ଖୋଲିବା ପୂର୍ବରୁ ପ୍ରଥମ ଓଭରରେ ହିଁ ଆଉଟ୍ ହୋଇଥିଲେ । ଚେତେଶ୍ବର ୧ ରନ କରି ଆଉଟ ହୋଇଛନ୍ତି । ଅଧିନାୟକ ବିରାଟ କୋହଲି ମାତ୍ର ୭ ରନ କରି ଆଉଟ ହେବା ସହିତ ପୁଣି ନିରାଶ କରିଛନ୍ତି । ଅଜିଙ୍କ୍ୟ ରାହାଣେ କିଛି ସମୟ ପିଚ୍‌ରେ ରହିଥିଲେ ସୁଦ୍ଧା ମାତ୍ର ୧୮ ରନ କରି ଆଉଟ ହୋଇଛନ୍ତି । ସେହିଭଳି ଋଷଭ ପନ୍ତ- ୨, ଜାଡେଜା ମାତ୍ର ୪ ରନ କରି ଆଉଟ ହୋଇଛନ୍ତି । ମହମ୍ମଦ ସାମୀ ଏବଂ ଜଶପ୍ରୀତ ବୁମରାହ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଛନ୍ତି । ଇଶାନ୍ତ ଶର୍ମା ୮ ରନ କରି ନଟଆଉଟ ଥିବାବେଳେ ମହମ୍ମଦ ସିରାଜ ୩ ରନ କରି ଆଉଟ ହୋଇଛନ୍ତି ।

ଇଂଲଣ୍ଡ ପକ୍ଷରୁ ଜେମସ୍‌ ଆଣ୍ଡରସନ ୬ ରନ ଦେଇ ୩ଟି ଓ୍ବିକେଟ ନେଇଥିବା ବେଳ କ୍ରେଗ୍‌ ଓଭରଟନ୍‌  ୧୪ ରନ ଦେଇ ୩ଟି ଓ୍ବିକେଟ ନେଇଛନ୍ତି । ସେହିଭଳି ଓଲି ରବିନସନ୍‌ ଓ ସାମ କରନ ୨ଟି ଲେଖାଏଁ ଓ୍ବିକେଟ୍‌ ନେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର