ବିସିସିଆଇର ଐତିହାସିକ ନିଷ୍ପତ୍ତି: ରହିବନି ଭେଦଭାବ, ଉଭୟ ପୁରୁଷ ଓ ମହିଳା ଟିମଙ୍କୁ ମିଳିବ ସମାନ ମ୍ୟାଚ୍ ଫି

The Sakala Picture
Published On

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର। ଏଣିକି ପୁରୁଷ ଟିମକୁ ଯେତିକି ମ୍ୟାଚ୍ ଫି ମିଳିବ ମହିଳା ଟିମକୁ ମଧ୍ୟ ସେତେକି ଫି ମିଳିବ ବୋଲି ବିସିସିଆଇ ଘୋଷଣା କରିଛି। ଏ ନେଇ ବିସିସିଆଇ ସେକ୍ରେଟେରୀ ଜୟ ଶାହ ଟ୍ୱିଟ୍ କରି  ସୂଚନା ଦେଇଛନ୍ତି। ପୁରୁଷ ଖେଳାଳିଙ୍କ ତୁଳନାରେ ମହିଳା ଖେଳାଳିଙ୍କ ମ୍ୟାଚ୍ ଫି କମ୍ ଥିବାର ଅଭିଯୋଗ ହେଉଥିଲା। The @BCCIWomen cricketers will be paid the same match fee […]

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର। ଏଣିକି ପୁରୁଷ ଟିମକୁ ଯେତିକି ମ୍ୟାଚ୍ ଫି ମିଳିବ ମହିଳା ଟିମକୁ ମଧ୍ୟ ସେତେକି ଫି ମିଳିବ ବୋଲି ବିସିସିଆଇ ଘୋଷଣା କରିଛି। ଏ ନେଇ ବିସିସିଆଇ ସେକ୍ରେଟେରୀ ଜୟ ଶାହ ଟ୍ୱିଟ୍ କରି  ସୂଚନା ଦେଇଛନ୍ତି। ପୁରୁଷ ଖେଳାଳିଙ୍କ ତୁଳନାରେ ମହିଳା ଖେଳାଳିଙ୍କ ମ୍ୟାଚ୍ ଫି କମ୍ ଥିବାର ଅଭିଯୋଗ ହେଉଥିଲା।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ


ସୂଚନା ଅନୁଯାୟା, ପୁରୁଷ ଟିମ୍ ଭଳି ମହିଳା ଟିମର ଖେଳାଳିମାନେ ମଧ୍ୟ ଟେଷ୍ଟ ପାଇଁ(୧୫ ଲକ୍ଷ) ଦିନିକିଆ ପାଇଁ(୩ ଲକ୍ଷ) ଦିଆଯିବ ।  ଭାରତୀୟ କ୍ରିକେଟରେ ମହିଳା ଓ ପୁରୁଷ ଟିମ୍ ମଧ୍ୟରେ ଭେଦଭାବ ଦୂର ହେବ ବୋଲି ଜୟ ଶାହ କହିଛନ୍ତି। ଆମେ ଆମର ବିସିସିଆଇ ଚୁକ୍ତିଭିତ୍ତିକ ମହିଳା କ୍ରିକେଟରଙ୍କ ସମାନ ଫି ପଲିସି ଆପଣାଇଛୁ। କ୍ରିକେଟରେ ଲିଙ୍ଗଗତ ସମାନତାକୁ ଦୃଷ୍ଟିରେ ରଖି ଉଭୟ ପୁରୁଷ ଓ ମହିଳା ଖେଳାଳିମାନଙ୍କୁ ସମାନ ଫି ଦିଆଯିବାକୁ ନିଷ୍ପତ୍ତି ହୋଇଛି ବୋଲି ଜୟ ଶାହ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର