ପ୍ରକାଶ ପାଇଲା ୟୁପିଏସସି ରେଜଲ୍ଟ-୨୦୨୪; ଶକ୍ତି ଦୁବେ ଟପ୍ପର, ଦ୍ବିତୀୟରେ ହର୍ଷିତା ଗୋୟଲ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ୟୁପିଏସସି ରେଜଲ୍ଟ-୨୦୨୪ । ଆଇଏଏସ, ଆଇଏଫଏସ, ଆଇପିଏସ ଓ ସେଣ୍ଟ୍ରାଲ ସର୍ଭିଲ ଗ୍ରୁପ-A ଓ ଗ୍ରପ B ପରୀକ୍ଷାଫଳ ପ୍ରକାଶ ପାଇଛି। ଏଥିରେ ମୋଟ ୧୧୨୯ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଏକ ନମ୍ବର ରାଙ୍କରେ ଅଛନ୍ତି ଶକ୍ତି ଦୁବେ, ଦ୍ବିତୀୟ ସ୍ଥାନରେ ହର୍ଷିତା ଗୋଏଲ ଓ ତୃତୀୟରେ ଅଛନ୍ତି ଡୋଙ୍ଗ୍ରେ ଅର୍ଚ୍ଚିତ ପରାଗ । ଆଇଏଏସ ପାଇଁ ୧୮୦, ଆଇଏଫଏପ-୫୫, ଆଇପିଏସପାଇଁ ୧୪୭ ଜଣ କୃତକାର୍ଯ୍ୟ ହୋଇଛନ୍ତି । [wp-embedder-pack width=”100%” […]

ନୂଆଦିଲ୍ଲୀ: ପ୍ରକାଶ ପାଇଲା ୟୁପିଏସସି ରେଜଲ୍ଟ-୨୦୨୪ । ଆଇଏଏସ, ଆଇଏଫଏସ, ଆଇପିଏସ ଓ ସେଣ୍ଟ୍ରାଲ ସର୍ଭିଲ ଗ୍ରୁପ-A ଓ ଗ୍ରପ B ପରୀକ୍ଷାଫଳ ପ୍ରକାଶ ପାଇଛି। ଏଥିରେ ମୋଟ ୧୧୨୯ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଏକ ନମ୍ବର ରାଙ୍କରେ ଅଛନ୍ତି ଶକ୍ତି ଦୁବେ, ଦ୍ବିତୀୟ ସ୍ଥାନରେ ହର୍ଷିତା ଗୋଏଲ ଓ ତୃତୀୟରେ ଅଛନ୍ତି ଡୋଙ୍ଗ୍ରେ ଅର୍ଚ୍ଚିତ ପରାଗ । ଆଇଏଏସ ପାଇଁ ୧୮୦, ଆଇଏଫଏପ-୫୫, ଆଇପିଏସପାଇଁ ୧୪୭ ଜଣ କୃତକାର୍ଯ୍ୟ ହୋଇଛନ୍ତି ।

[wp-embedder-pack width=”100%” height=”400px” download=”all” download-text=”” attachment_id=”151280″ /]

୪୮ତମ ସ୍ଥାନରେ ଓଡ଼ିଶାର ରିତିକା ରଥ ।୯୫ତମ ସ୍ଥାନରେ ଓଡ଼ିଶାର ଦେବିକା ପ୍ରିୟଦର୍ଶିନୀ । ୯୬ତମ ସ୍ଥାନରେ ଓଡ଼ିଶାର ଆଦିତ୍ୟ ଆଚାର୍ଯ୍ୟ । ୧୬୪ରେ ଦୀପ୍ତି ରଂଜନ ପତି। ୧୭୫ରେ ରଶ୍ମୀ ପ୍ରଧାନ। ୧୯୩ରେ ନୀଳମାଧବ ମିଶ୍ର। ୧୯୮ରେ ଆଶୁତୋଷ ମିଶ୍ର। ୨୧୨ ରାଙ୍କ୍‌ରେ ଅନୁପ ନାୟକ। ୪୧୪ରେ ପଦ୍ମନାଭ ମିଶ୍ର । ୪୧୬ରେ ପ୍ରଶାନ୍ତ ମିଶ୍ର। ୪୨୮ରେ ଧ୍ରୁତିରାଜ ମିଶ୍ର ।୪୪୩ରେ ଅଙ୍କିତା ରଥ। ୫୩୫ରେ କୌଶିକ ମିଶ୍ର ।୫୬୮ରେ ସିମରନ ସାହୁ। ୮୪୦ରେ ରିଶିତା ଦାଶ । ୯୭୧ରେ ଗୋପିନାଥ ସାହୁ। ୯୮୭ରେ ଆଦିତ୍ୟ ବେହେରା ।୯୯୪ତମ ସ୍ଥାନରେ ଅଣ୍ଣପୂର୍ଣ୍ଣା ମିଶ୍ର ସ୍ଥାନ ପାଇଛନ୍ତି।

About The Author: The Sakala