ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ହ୍ବାଟ୍ସଆପ୍ ସେବା ଆରମ୍ଭ ହୋଇଛି। ଏହା ମାଧ୍ୟମରେ ଓକିଲଙ୍କୁ କଜ୍ ଲିଷ୍ଟ (ଶୁଣାଣି ତାରିଖ), ମାମଲା ଦାଖଲ ଏବଂ ଏହା ତାଲିକାଭୂକ୍ତ ହେବା ସମ୍ବନ୍ଧିତ ତଥ୍ୟ ପ୍ରଦାନ କରାଯିବ। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡିୱାଇ ଚନ୍ଦ୍ରଚୂଡ ଗୁରୁବାର ଏହି ଘୋଷଣା କରିଛନ୍ତି। ହ୍ବାଟ୍ସଆପ୍କୁ ସୁପ୍ରିମକୋର୍ଟର ଆଇଟି ସର୍ଭିସ ସହ ଯୋଡ଼ି ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି ବୋଲି ସିଜେଆଇ କହିଛନ୍ତି। ସେ ହ୍ବାଟ୍ସଆପ୍ ନଂ ମଧ୍ୟ ଜାରି କରିଛନ୍ତି। ତେବେ ଏଥିରେ କୌଣସି ମେସେଜ କିମ୍ବା କଲ୍ ଆସିବ ନାହିଁ। ଏହି ପଦକ୍ଷେପ ଦ୍ବାରା କାର୍ୟ୍ୟଶୈଳୀ ବଦଳିବ ଏବଂ କାଗଜ ବଞ୍ଚିବ ବୋଲି ଉଲ୍ଲେଖ କରିଛନ୍ତି।
ସୁପ୍ରିମକୋର୍ଟର ହ୍ବାଟ୍ସଆପ୍ ସେବା ଆରମ୍ଭ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ହ୍ବାଟ୍ସଆପ୍ ସେବା ଆରମ୍ଭ ହୋଇଛି। ଏହା ମାଧ୍ୟମରେ ଓକିଲଙ୍କୁ କଜ୍ ଲିଷ୍ଟ (ଶୁଣାଣି ତାରିଖ), ମାମଲା ଦାଖଲ ଏବଂ ଏହା ତାଲିକାଭୂକ୍ତ ହେବା ସମ୍ବନ୍ଧିତ ତଥ୍ୟ ପ୍ରଦାନ କରାଯିବ। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡିୱାଇ ଚନ୍ଦ୍ରଚୂଡ ଗୁରୁବାର ଏହି ଘୋଷଣା କରିଛନ୍ତି। ହ୍ବାଟ୍ସଆପ୍କୁ ସୁପ୍ରିମକୋର୍ଟର ଆଇଟି ସର୍ଭିସ ସହ ଯୋଡ଼ି ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି ବୋଲି ସିଜେଆଇ କହିଛନ୍ତି। ସେ ହ୍ବାଟ୍ସଆପ୍ ନଂ ମଧ୍ୟ […]