ମହାରାଷ୍ଟ୍ର ନାସିକରେ ଅକ୍ସିଜେନ ଅଭାବରୁ ୨୨ଜଣ ରୋଗୀଙ୍କ ମୃତ୍ଯୁ

ମୁମ୍ବଇ: ମହାରାଷ୍ଟ୍ର ନାସିକର ଜାକିର୍‌ ହୁସେନ୍‌ ମେଡ଼ିକାଲରେ ଏକ ବଡ଼ ଧରଣର ଅଘଟଣ ଘଟିଛି।  ଅକ୍ସିଜେନ ଲିକ୍‌ ପରେ ଯୋଗାଣ ବନ୍ଦ କରାଯିବାରୁ ୨୨ କରୋନା ସଂକ୍ରମିତଙ୍କ ଜୀବନ ଚାଲିଯାଇଛି। ପାଖାପଖି ୩୦ମିନଟ୍ ଅକ୍ସିଜେନ ଯୋଗାଣ ବନ୍ଦ ଥିବ ଜଣାପଡ଼ିଛି। ମୃତ ସମସ୍ତ ୨୨ଜଣ ରୋଗୀ ଭେଣ୍ଟିଲେଟରରେ ଥିଲେ। #WATCH | An Oxygen tanker leaked while tankers were being filled at Dr Zakir Hussain Hospital in Nashik, Maharashtra. Officials […]

ମୁମ୍ବଇ: ମହାରାଷ୍ଟ୍ର ନାସିକର ଜାକିର୍‌ ହୁସେନ୍‌ ମେଡ଼ିକାଲରେ ଏକ ବଡ଼ ଧରଣର ଅଘଟଣ ଘଟିଛି।  ଅକ୍ସିଜେନ ଲିକ୍‌ ପରେ ଯୋଗାଣ ବନ୍ଦ କରାଯିବାରୁ ୨୨ କରୋନା ସଂକ୍ରମିତଙ୍କ ଜୀବନ ଚାଲିଯାଇଛି। ପାଖାପଖି ୩୦ମିନଟ୍ ଅକ୍ସିଜେନ ଯୋଗାଣ ବନ୍ଦ ଥିବ ଜଣାପଡ଼ିଛି। ମୃତ ସମସ୍ତ ୨୨ଜଣ ରୋଗୀ ଭେଣ୍ଟିଲେଟରରେ ଥିଲେ।


କରୋନା ସ୍ଥିତି ସଙ୍ଗୀନ ହୋଇଥିବାରୁ ବର୍ତ୍ତମାନ ସମୟରେ ବିଭିନ୍ନ ମେଡିକାଲରେ ରୋଗୀଙ୍କ ଲାଗି ଅକ୍ସିଜେନ୍‌ ଷ୍ଟକ୍‌ କରାଯାଇଛି। କିନ୍ତୁ ସେହି ଅକ୍ସିଜେନ୍‌ ଲାଗି ରୋଗୀଙ୍କ ଜୀବନ ଯାଇଥିବା ସୂଚନା ମିଳିଛି।

About The Author: The Sakala