By
The Sakala
ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ। । ସୁମାତ୍ରା ଦ୍ବୀପରେ ଜୋରଦାର ଭୂକମ୍ପ ଝଟକା ଲାଗିଛି । ଇଣ୍ଡୋନେସିଆ ଜିୟୋଫିଜିକ୍ସ ରିପୋର୍ଟ ଅନୁଯାୟୀ, ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୩ ରେକର୍ଡ କରାଯାଇଛି । ଭୂମିକମ୍ପ ପରେ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ସୁନାମୀ ସତର୍କତା ଜାରି କରାଯାଇଛି । ସ୍ଥାନୀୟ ସମୟ ଅନୁଯାୟୀ, ଭୂମିକମ୍ପ ପ୍ରାୟ ଭୋର ୩ଟା ସମୟରେ ଅନୁଭୂତ ହୋଇଥିଲା । ଭୂକମ୍ପ କ୍ଷୟକ୍ଷତି ବାବଦରେ କୌଣସି ସୂଚନା ମିଳିନାହିଁ ।
ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ। । ସୁମାତ୍ରା ଦ୍ବୀପରେ ଜୋରଦାର ଭୂକମ୍ପ ଝଟକା ଲାଗିଛି । ଇଣ୍ଡୋନେସିଆ ଜିୟୋଫିଜିକ୍ସ ରିପୋର୍ଟ ଅନୁଯାୟୀ, ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୩ ରେକର୍ଡ କରାଯାଇଛି । ଭୂମିକମ୍ପ ପରେ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ସୁନାମୀ ସତର୍କତା ଜାରି କରାଯାଇଛି ।
ସ୍ଥାନୀୟ ସମୟ ଅନୁଯାୟୀ, ଭୂମିକମ୍ପ ପ୍ରାୟ ଭୋର ୩ଟା ସମୟରେ ଅନୁଭୂତ ହୋଇଥିଲା । ଭୂକମ୍ପ କ୍ଷୟକ୍ଷତି ବାବଦରେ କୌଣସି ସୂଚନା ମିଳିନାହିଁ ।
About The Author: The Sakala