ନୂଆଦିଲ୍ଲୀ: ଆମେରିକାର ଆଲାସ୍କାରେ ଶକ୍ତିଶାଳୀ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତିବ୍ରତା ରେକ୍ଟର ସ୍କେଲରେ ୭.୪ ରେକର୍ଡ କରାଯାଇଛି । ଏହି ଭୂକମ୍ପ ୯.୩ କିଲୋମିଟର ଗଭୀରତାରେ ସୃଷ୍ଟି ହୋଇଥିବା ନେଇ ସୂଚନା ମିଳିଛି । ଭୂକମ୍ପ ପରେ ଆମେରିକାର ସୁନାମି ଚେତାବନୀ ଦିଆଯାଇଛି । ଆମେରିକାର ଜାତୀୟ ସୁନାମି ଚେତାବନୀ କେନ୍ଦ୍ର ବିପଦପୂର୍ଣ୍ଣ ଅଞ୍ଚଳର ଲୋକଙ୍କୁ ତୁରନ୍ତ ଉଚ୍ଚ ସ୍ଥାନକୁ ଯିବାକୁ ଚେତାବନୀ ଦେଇଛି । ତେବେ ଏ ଯାଏଁ ଭୂକମ୍ପକୁ ନେଇ ହୋଇଥିବା କ୍ଷୟକ୍ଷତି ବିଷୟରେ କୌଣସି ସୂଚନା ମିଳିନାହିଁ ।
ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଆମେରିକାର ଆଲାସ୍କା, ରିକ୍ଟର ସ୍କେଲରେ ୭.୪ ତୀବ୍ରତା; ସୁନାମୀ ଚେତାବନୀ ଜାରି
ନୂଆଦିଲ୍ଲୀ: ଆମେରିକାର ଆଲାସ୍କାରେ ଶକ୍ତିଶାଳୀ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତିବ୍ରତା ରେକ୍ଟର ସ୍କେଲରେ ୭.୪ ରେକର୍ଡ କରାଯାଇଛି । ଏହି ଭୂକମ୍ପ ୯.୩ କିଲୋମିଟର ଗଭୀରତାରେ ସୃଷ୍ଟି ହୋଇଥିବା ନେଇ ସୂଚନା ମିଳିଛି । ଭୂକମ୍ପ ପରେ ଆମେରିକାର ସୁନାମି ଚେତାବନୀ ଦିଆଯାଇଛି । ଆମେରିକାର ଜାତୀୟ ସୁନାମି ଚେତାବନୀ କେନ୍ଦ୍ର ବିପଦପୂର୍ଣ୍ଣ ଅଞ୍ଚଳର ଲୋକଙ୍କୁ ତୁରନ୍ତ ଉଚ୍ଚ ସ୍ଥାନକୁ ଯିବାକୁ ଚେତାବନୀ ଦେଇଛି । ତେବେ ଏ ଯାଏଁ ଭୂକମ୍ପକୁ ନେଇ […]