ଭାରତୀୟ ଚଳଚ୍ଚିତ୍ରକୁ ଜୀବନବ୍ୟାପୀ ଅବଦାନ ପାଇଁ ଆଶା ପାରେଖଙ୍କୁ ‘ଦାଦା ସାହେବ ଫାଲକେ ପୁରସ୍କାର’

ନୂଆଦିଲ୍ଲୀ: ଭାରତୀୟ ଚଳଚ୍ଚିତ୍ରକୁ ଜୀବନବ୍ୟାପୀ ଅବଦାନ ପାଇଁ, ଚଳିତ ବର୍ଷର ସମ୍ମାନଜନକ ‘ଦାଦା ସାହେବ ଫାଲକେ ପୁରସ୍କାର’ ପ୍ରସିଦ୍ଧ ଅଭିନେତ୍ରୀ ଆଶା ପାରେଖଙ୍କୁ ପ୍ରଦାନ କରାଯିବି। ରଷ୍ଟ୍ରୀୟ ଫିଲ୍ମ ପୁରସ୍କାର ସମାରୋହରେ ଏହି ସମ୍ମାମରେ ସେ  ସମ୍ମାନୀତ ହେବେ।  ଏ ନେଇ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି। ୭୯ ବର୍ଷୀୟା ଲୋକପ୍ରିୟ ପୁରୁଖା ବଲିଉଡ୍ ଅଭିନେତ୍ରୀ ଆଶା ପାରେଖ  ୬୦ ଦଶକର ଦର୍ଶକଙ୍କ ମଧ୍ୟରେ  ରାଜ୍  କରୁଥିଲେ। କଟ୍ଟି ପତଙ୍ଗ, ତିସରି ମଞ୍ଜିଲ୍, ଆନ […]

ନୂଆଦିଲ୍ଲୀ: ଭାରତୀୟ ଚଳଚ୍ଚିତ୍ରକୁ ଜୀବନବ୍ୟାପୀ ଅବଦାନ ପାଇଁ, ଚଳିତ ବର୍ଷର ସମ୍ମାନଜନକ ‘ଦାଦା ସାହେବ ଫାଲକେ ପୁରସ୍କାର’ ପ୍ରସିଦ୍ଧ ଅଭିନେତ୍ରୀ ଆଶା ପାରେଖଙ୍କୁ ପ୍ରଦାନ କରାଯିବି। ରଷ୍ଟ୍ରୀୟ ଫିଲ୍ମ ପୁରସ୍କାର ସମାରୋହରେ ଏହି ସମ୍ମାମରେ ସେ  ସମ୍ମାନୀତ ହେବେ।  ଏ ନେଇ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି।

୭୯ ବର୍ଷୀୟା ଲୋକପ୍ରିୟ ପୁରୁଖା ବଲିଉଡ୍ ଅଭିନେତ୍ରୀ ଆଶା ପାରେଖ  ୬୦ ଦଶକର ଦର୍ଶକଙ୍କ ମଧ୍ୟରେ  ରାଜ୍  କରୁଥିଲେ। କଟ୍ଟି ପତଙ୍ଗ, ତିସରି ମଞ୍ଜିଲ୍, ଆନ ମିଲୋ ସଜନା, ଲଭ୍ ଇନ୍ ଟୋକିଓ, ମେରା ଗାଓଢ ମେରା ଦେଶ ଭଳି ଅନେକ ଚଳଚିତ୍ର ଅଭିନୟ କରିଥିଲେ ଆଶା । ଏସବୁ ଫିଲ୍ମ ଥିଲା ହିଟ୍ । ତାଙ୍କର ଏହି ଅଭିନୟ ପାଇଁ ତାଙ୍କୁ ଚଳଚ୍ଚିତ୍ର ସମ୍ମାନରେ ସମ୍ମାନୀତ କରାଯାଇଛି । ୧୯୯୨ରେ ପଦ୍ମଶ୍ରୀ, ୨୦୦୨ ଲାଇଫ୍ ଟାଇମ ଆଚିଭମେଣ୍ଟ, ୨୦୦୬ରେ IIFA ଆଓ୍ୱାର୍ଡ ଭଳି ଅନେକ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ଆଶା  ପାରେଖ।

About The Author: The Sakala