ସୁପ୍ରିମକୋର୍ଟଙ୍କ ଶରଣରେ ବାବା ରାମଦେବ

The Sakala Picture
Published On

ନୂଆଦିଲ୍ଲୀ : ଏଲୋପାଥ୍ ବିରୋଧରେ ଦେଇଥିବା ମନ୍ତବ୍ୟ ଯୋଗୁଁ ବାବା ରାମଦେବଙ୍କ ବିରୋଧରେ ଦେଶର କିଛି ରାଜ୍ୟରେ ମାମଲା ରୁଜୁ ହୋଇଛି । ଏଥିରୁ ଉଦ୍ଧାର ପାଇବା ପାଇଁ ଯୋଗଗୁରୁ ଏବେ ସୁପ୍ରିମକୋର୍ଟଙ୍କ ଶରଣରେ ପଶିଛନ୍ତି । ସେ ପିଟିସନ ଦାଖଲ କରି ବିହାର ଏବଂ ଝାଡ଼ଖଣ୍ଡରେ ରୁଜୁ ମାମଲା ଉପରେ ରୋକ ଲଗାଇବାକୁ ଏବଂ ଏହାକୁ ଦିଲ୍ଲୀ ସ୍ଥାନାନ୍ତର କରିବାକୁ ନିବେଦନ କରିଛନ୍ତି । ସୂଚନାଯୋଗ୍ୟ ଯେ କରୋନା କାଳରେ ଏଲୋପାଥି ବିରୋଧରେ ରାମଦେବ ଦେଇଥିବା […]

ନୂଆଦିଲ୍ଲୀ : ଏଲୋପାଥ୍ ବିରୋଧରେ ଦେଇଥିବା ମନ୍ତବ୍ୟ ଯୋଗୁଁ ବାବା ରାମଦେବଙ୍କ ବିରୋଧରେ ଦେଶର କିଛି ରାଜ୍ୟରେ ମାମଲା ରୁଜୁ ହୋଇଛି । ଏଥିରୁ ଉଦ୍ଧାର ପାଇବା ପାଇଁ ଯୋଗଗୁରୁ ଏବେ ସୁପ୍ରିମକୋର୍ଟଙ୍କ ଶରଣରେ ପଶିଛନ୍ତି । ସେ ପିଟିସନ ଦାଖଲ କରି ବିହାର ଏବଂ ଝାଡ଼ଖଣ୍ଡରେ ରୁଜୁ ମାମଲା ଉପରେ ରୋକ ଲଗାଇବାକୁ ଏବଂ ଏହାକୁ ଦିଲ୍ଲୀ ସ୍ଥାନାନ୍ତର କରିବାକୁ ନିବେଦନ କରିଛନ୍ତି । ସୂଚନାଯୋଗ୍ୟ ଯେ କରୋନା କାଳରେ ଏଲୋପାଥି ବିରୋଧରେ ରାମଦେବ ଦେଇଥିବା ମନ୍ତବ୍ୟକୁ ଇଣ୍ଡିଆନ ମେଡିକାଲ ଆସୋସିଏସନ(ଆଇଏମଏ) ବିରୋଧ କରିଥିଲା। ଏହାକୁ ନେଇ ଅନେକ ସ୍ଥାନରେ ଡାକ୍ତର ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହା ସହିତ କିଛି ରାଜ୍ୟରେ ମାମଲା ମଧ୍ୟ ରୁଜୁ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଦିଲ୍ଲୀ କାଳକାଜୀ ମନ୍ଦିର ନିକଟରେ ପୋଲିସ ବେଶରେ ଆସି ନାବାଳିକାଙ୍କୁ ଗଣଦୁଷ୍କର୍ମ, ଏନକାଉଣ୍ଟର ପରେ ଜଣେ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର