ବଡ ଦୁର୍ଘଟଣାରୁ ବର୍ତ୍ତିଲା ଏୟାର ଇଣ୍ଡିଆ ବିମାନ, ଲ୍ୟାଣ୍ଡିବେଳେ ବିଦ୍ୟୁତ ଖୁଣ୍ଟରେ ଧକ୍କା

The Sakala Picture
Published On

ଅମରାବତୀ:  ଆନ୍ଧ୍ରପ୍ରଦେଶର ବିଜୟୱାଡ଼ା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏକ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ଅଳ୍ପକେ ବର୍ତ୍ତି ଯାଇଛି। ବିମାନ ବନ୍ଦରରେ ଏହି ବିମାନଟି ଅବରତରଣ କରିବା ସମୟରେ ରନ-ୱେରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ବିମାନର ୱିଙ୍ଗ୍‌ସ ଭାଙ୍ଗି ଯାଇଛି। ସୌଭାଗ୍ୟବଶତଃ ଏଥିରେ କୌଣସି ବଡ଼ ଧରଣର କ୍ଷତି ଘଟିନାହିଁ ଏବଂ ବିମାନରେ ଥିବା ସମସ୍ତ ୬୪ ଯାତ୍ରୀ ସୁରକ୍ଷିତ ରହିଛନ୍ତି।  ଏହି ବିମାନରେ ପ୍ରାୟ ୬୪ ଜଣ […]

ଅମରାବତୀ:  ଆନ୍ଧ୍ରପ୍ରଦେଶର ବିଜୟୱାଡ଼ା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏକ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ଅଳ୍ପକେ ବର୍ତ୍ତି ଯାଇଛି। ବିମାନ ବନ୍ଦରରେ ଏହି ବିମାନଟି ଅବରତରଣ କରିବା ସମୟରେ ରନ-ୱେରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ବିମାନର ୱିଙ୍ଗ୍‌ସ ଭାଙ୍ଗି ଯାଇଛି। ସୌଭାଗ୍ୟବଶତଃ ଏଥିରେ କୌଣସି ବଡ଼ ଧରଣର କ୍ଷତି ଘଟିନାହିଁ ଏବଂ ବିମାନରେ ଥିବା ସମସ୍ତ ୬୪ ଯାତ୍ରୀ ସୁରକ୍ଷିତ ରହିଛନ୍ତି।  ଏହି ବିମାନରେ ପ୍ରାୟ ୬୪ ଜଣ ଯାତ୍ରୀ ଦୋହାରୁ ଗାନାଭରମକୁ ଯାତ୍ରା କରୁଥିଲେ ।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର