ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ମୃତ୍ୟୁ ପରେ ମହିଳାଙ୍କ ଶବକୁ ଦିଆଗଲା ଫାଶୀ

The Sakala Picture
Published On

ତେହେରାନ: ଇରାନରେ ସରିଆ ଆଇନର ଥିବା ନିଷ୍ଠୁରତା ସାମ୍ନାକୁ ଆସିଛି। ଏଠାରେ ଫାଶୀଦଣ୍ଡାଦେଶ ପାଇଥିବା ଜଣେ ମହିଳା ଜହରା ଇସ୍ମାଇଲ ହୃଦଘାତରେ ପ୍ରାଣ ହରାଇବା ପରେ ତାଙ୍କ ଶବକୁ ଫାଶୀ ଦିଆଯାଇଛି। ଓକିଲଙ୍କ ଦାବି ଅନୁଯାୟୀ ପୀଡିତାଙ୍କ ଶାଶୂ’ଙ୍କୁ ଜହରାଙ୍କ ମୃତ୍ୟୁର ଚୌକିକୁ ହଟାଇବା ଅଧିକାର ଦେବା ପାଇଁ ଶବକୁ ଫାଶୀ ଦିଆଯାଇଛି। ନିଜ ପତିଙ୍କୁ ହତ୍ୟା କରିବା ଦୋଷରେ ଜହରାଙ୍କୁ ଫାଶୀ ଦଣ୍ଡାଦେଶ ଦିଆଯାଇଥିଲା। ତାଙ୍କ ପତି ଇରାନ ସେନାର ଗୁଇନ୍ଦା ଅଧିକାରୀ ଥିଲେ। ଏହି […]

ତେହେରାନ: ଇରାନରେ ସରିଆ ଆଇନର ଥିବା ନିଷ୍ଠୁରତା ସାମ୍ନାକୁ ଆସିଛି। ଏଠାରେ ଫାଶୀଦଣ୍ଡାଦେଶ ପାଇଥିବା ଜଣେ ମହିଳା ଜହରା ଇସ୍ମାଇଲ ହୃଦଘାତରେ ପ୍ରାଣ ହରାଇବା ପରେ ତାଙ୍କ ଶବକୁ ଫାଶୀ ଦିଆଯାଇଛି। ଓକିଲଙ୍କ ଦାବି ଅନୁଯାୟୀ ପୀଡିତାଙ୍କ ଶାଶୂ’ଙ୍କୁ ଜହରାଙ୍କ ମୃତ୍ୟୁର ଚୌକିକୁ ହଟାଇବା ଅଧିକାର ଦେବା ପାଇଁ ଶବକୁ ଫାଶୀ ଦିଆଯାଇଛି। ନିଜ ପତିଙ୍କୁ ହତ୍ୟା କରିବା ଦୋଷରେ ଜହରାଙ୍କୁ ଫାଶୀ ଦଣ୍ଡାଦେଶ ଦିଆଯାଇଥିଲା। ତାଙ୍କ ପତି ଇରାନ ସେନାର ଗୁଇନ୍ଦା ଅଧିକାରୀ ଥିଲେ। ଏହି ଅଧିକାରୀ ଜହରା ଏବଂ ଝିଅକୁ ଉତ୍ପୀଡନ ଦେଉଥିଲେ। ଓକିଲଙ୍କ ଅନୁଯାୟୀ ଅନ୍ୟ ୧୬ ଜଣଙ୍କ ସହିତ ଜହରାଙ୍କୁ ଫାଶୀ ଦିଆଯାଇଥାନ୍ତା।

ଆହୁରି ପଢ଼ନ୍ତୁ: ୫ ବର୍ଷ ପରେ ଖୋଲିଲା ସିନ୍ଧୁଦୁର୍ଗ 'ଫୋଣ୍ଡା ଘାଟ ଦୁର୍ଘଟଣା'ର ରହସ୍ୟ, ୨ ଲକ୍ଷ ଟଙ୍କା ପାଇଁ ସାଙ୍ଗକୁ ହତ୍ୟା କରିଥିଲେ ସାଙ୍ଗ

ସୂଚନା ଅନୁଯାୟୀ ଜହରାଙ୍କ ମୃତ୍ୟୁ ପରେ ତାଙ୍କ ଶବକୁ ରଜାଇ ସହର ସ୍ଥିତ ଜେଲରେ ଗତ ବୁଧବାର ଫାଶୀ ଦିଆଯାଇଥିଲା। କାରଣ ତାଙ୍କୁ ଶାଶୂଙ୍କୁ ପାଦ ତଳୁ ମୃତ୍ୟୁର ଚୌକିକୁ ହଟାଇବାର ଥିଲା। ସରିଆ ଆଇନ ଅନୁଯାୟୀ ଶାଶୂଙ୍କୁ ଏହି ଅଧିକାରୀ ମିଳିଛି। ଏହି ଆଇନରେ ଆଖି ବଦଳରେ ଆଖିର ନିୟମ ରହିଛି। ସୂଚନାଯୋଗ୍ୟ ଯେ ବିଶ୍ବରେ ଫାଶୀ ଦେବା ମାମଲାରେ ଇରାନ ଚୀନ ପରେ ଦ୍ବିତୀୟ ସ୍ଥାନରେ ରହିଛି।

ଆହୁରି ପଢ଼ନ୍ତୁ: 'ଇସ୍ରାଏଲ୍ ୨ ଘଣ୍ଟା ବି ତିଷ୍ଠି ପାରିବ ନାହିଁ': ନେତାନ୍ୟାହୁଙ୍କୁ ସମାଲୋଚନା କଲେ ଡୋନାଲ୍ଡ ଟ୍ରମ୍ପ

24 Feb 2021 By The Sakala

ମୃତ୍ୟୁ ପରେ ମହିଳାଙ୍କ ଶବକୁ ଦିଆଗଲା ଫାଶୀ

ତେହେରାନ: ଇରାନରେ ସରିଆ ଆଇନର ଥିବା ନିଷ୍ଠୁରତା ସାମ୍ନାକୁ ଆସିଛି। ଏଠାରେ ଫାଶୀଦଣ୍ଡାଦେଶ ପାଇଥିବା ଜଣେ ମହିଳା ଜହରା ଇସ୍ମାଇଲ ହୃଦଘାତରେ ପ୍ରାଣ ହରାଇବା ପରେ ତାଙ୍କ ଶବକୁ ଫାଶୀ ଦିଆଯାଇଛି। ଓକିଲଙ୍କ ଦାବି ଅନୁଯାୟୀ ପୀଡିତାଙ୍କ ଶାଶୂ’ଙ୍କୁ ଜହରାଙ୍କ ମୃତ୍ୟୁର ଚୌକିକୁ ହଟାଇବା ଅଧିକାର ଦେବା ପାଇଁ ଶବକୁ ଫାଶୀ ଦିଆଯାଇଛି। ନିଜ ପତିଙ୍କୁ ହତ୍ୟା କରିବା ଦୋଷରେ ଜହରାଙ୍କୁ ଫାଶୀ ଦଣ୍ଡାଦେଶ ଦିଆଯାଇଥିଲା। ତାଙ୍କ ପତି ଇରାନ ସେନାର ଗୁଇନ୍ଦା ଅଧିକାରୀ ଥିଲେ। ଏହି ଅଧିକାରୀ ଜହରା ଏବଂ ଝିଅକୁ ଉତ୍ପୀଡନ ଦେଉଥିଲେ। ଓକିଲଙ୍କ ଅନୁଯାୟୀ ଅନ୍ୟ ୧୬ ଜଣଙ୍କ ସହିତ ଜହରାଙ୍କୁ ଫାଶୀ ଦିଆଯାଇଥାନ୍ତା।

ସୂଚନା ଅନୁଯାୟୀ ଜହରାଙ୍କ ମୃତ୍ୟୁ ପରେ ତାଙ୍କ ଶବକୁ ରଜାଇ ସହର ସ୍ଥିତ ଜେଲରେ ଗତ ବୁଧବାର ଫାଶୀ ଦିଆଯାଇଥିଲା। କାରଣ ତାଙ୍କୁ ଶାଶୂଙ୍କୁ ପାଦ ତଳୁ ମୃତ୍ୟୁର ଚୌକିକୁ ହଟାଇବାର ଥିଲା। ସରିଆ ଆଇନ ଅନୁଯାୟୀ ଶାଶୂଙ୍କୁ ଏହି ଅଧିକାରୀ ମିଳିଛି। ଏହି ଆଇନରେ ଆଖି ବଦଳରେ ଆଖିର ନିୟମ ରହିଛି। ସୂଚନାଯୋଗ୍ୟ ଯେ ବିଶ୍ବରେ ଫାଶୀ ଦେବା ମାମଲାରେ ଇରାନ ଚୀନ ପରେ ଦ୍ବିତୀୟ ସ୍ଥାନରେ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର