ଚକା ଫାଟି ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍‌, ୪୦ ଆହତ

ବ୍ରହ୍ମପୁର: ଚକା ଫାଟିବାରୁ ବସ୍ ଦୁର୍ଘଟଣାଗ୍ରସ୍ତ। କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କୋଟଗଡ ବ୍ଲକ ଗେଟାବୋଲି ନିକଟରେ ଭାରସାମ୍ୟ ହରାଇ ଓଲଟିଲା ସାଲୁଙ୍କି ନାମକ ଏକ ଘରୋଇ ବସ। ବସର ପଛ ଚକ ଫାଟିଯିବାରୁ ବସଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ବରଗଛରେ ପିଟିହୋଇ ଓଲଟି ଯାଇଥିଲା। ଫଳରେ ବସରେ ଥିବା ୪୦ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ କୋଟଗଡ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାନାନ୍ତର କରାଯାଉଥିବା ଜଣାପଡ଼ିଛି।

ବ୍ରହ୍ମପୁରଚକା ଫାଟିବାରୁ ବସ୍ ଦୁର୍ଘଟଣାଗ୍ରସ୍ତ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କୋଟଗଡ ବ୍ଲକ ଗେଟାବୋଲି ନିକଟରେ ଭାରସାମ୍ୟ ହରାଇ ଓଲଟିଲା ସାଲୁଙ୍କି ନାମକ ଏକ ଘରୋଇ ବସ। ବସର ପଛ ଚକ ଫାଟିଯିବାରୁ ବସଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ବରଗଛରେ ପିଟିହୋଇ ଓଲଟି ଯାଇଥିଲା। ଫଳରେ ବସରେ ଥିବା ୪୦ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ କୋଟଗଡ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାନାନ୍ତର କରାଯାଉଥିବା ଜଣାପଡ଼ିଛି।

About The Author: The Sakala