ଓୟୋ ରେ ଚାଲିଥିଲା ଦେହ ବ୍ୟବସାୟ, ପୁଲିସ କଲା ଚଢ଼ଉ; ୮ ବଙ୍ଗୀୟ ଯୁବତୀ ଉଦ୍ଧାର, ୨ଗିରଫ

ଭୁବନେଶ୍ୱର: ଓୟୋ ହୋଟେଲରେ ଚାଲିଥିଲା ସେକ୍ସ ରାକେଟ । ଭରତପୁର ଥାନା ଅଞ୍ଚଳରେ ଥିବା ଏକ ଓୟୋ ଲଜରେ ଚାଲିଥିବା ସେକ୍ସ ରାକେଟର ପର୍ଦ୍ଦାଫାସ କରିଛି ପୋଲିସ । ପୁଲିସ୍‌ ଚଢ଼ଉ କରି ସେଠାରୁ ୨ ଦଲାଲଙ୍କୁ ଗିରଫ କରିବା ସହ ୮ ଜଣ ବଙ୍ଗୀୟ ଲଳନାଙ୍କୁ ଧରିଛି । ଓୟୋ ରୁମରେ ଦେହ କାରବାର ଚାଲିଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ପୋଲିସ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ଲଜ୍ ମାଲିକ ଫେରାର […]

ଭୁବନେଶ୍ୱର: ଓୟୋ ହୋଟେଲରେ ଚାଲିଥିଲା ସେକ୍ସ ରାକେଟ । ଭରତପୁର ଥାନା ଅଞ୍ଚଳରେ ଥିବା ଏକ ଓୟୋ ଲଜରେ ଚାଲିଥିବା ସେକ୍ସ ରାକେଟର ପର୍ଦ୍ଦାଫାସ କରିଛି ପୋଲିସ । ପୁଲିସ୍‌ ଚଢ଼ଉ କରି ସେଠାରୁ ୨ ଦଲାଲଙ୍କୁ ଗିରଫ କରିବା ସହ ୮ ଜଣ ବଙ୍ଗୀୟ ଲଳନାଙ୍କୁ ଧରିଛି । ଓୟୋ ରୁମରେ ଦେହ କାରବାର ଚାଲିଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ପୋଲିସ ଚଢ଼ାଉ କରିଥିଲା ।

ଚଢ଼ାଉ ବେଳେ ଲଜ୍ ମାଲିକ ଫେରାର ହୋଇଯାଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । ଲଜରୁ ମଦ ବୋତଲ ସହ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି ।

About The Author: The Sakala