ପୁରୀ: ପୁଣି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଢିଲା। ଶ୍ରୀମନ୍ଦିରରୁ ଧରା ହେଲା ହିଡେନ୍ କ୍ୟାମେରା। ଜଣେ ଭକ୍ତଙ୍କ ଠାରୁ ଧରାପଡିଲା ହିଡେନ୍ କ୍ୟାମେରା। ଟାଉନଥାନାରେ ଜନୈକ ବ୍ୟକ୍ତି ଅଟକ। ଶ୍ରୀମନ୍ଦିର ଭିତରୁ ଜନୈକ ଭକ୍ତଙ୍କୁ ହିଡେନ୍ କ୍ୟାମେରା ସହ କାବୁ କରିଛି ସିଂହଦ୍ଵାର ଥାନା ପୁଲିସ। ଜୈନିକ ଭକ୍ତ ଗୁଜୁରାଟର ବିପୁଳ ପଟେଲ ବୋଲି ଜଣାପଡିଛି। କିଛିଦିନ ପୂର୍ବରୁ ପୁରୀର ଜଣେ ଯୁବକ ଚଷମାରେ ସ୍ପାଏ କ୍ୟାମେରା ନେଇ ଶ୍ରୀମନ୍ଦିରରୁ ଧରାପଡିଥିଲେ। ସାମାନ ଭାବରେ ଆଜି ଆଉ ଜଣେ ଶ୍ରଦ୍ଧାଳୁ ଚଷମାରେ ସ୍ପାଏ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ।
ସୁରକ୍ଷା ବ୍ୟବସ୍ଥା ଢିଲା, ପୁଣି ଶ୍ରୀମନ୍ଦିରକୁ ହିଡେନ୍ କ୍ୟାମେରା ନେଇ ପଶିଲେ ଶ୍ରଦ୍ଧାଳୁ….
ପୁରୀ: ପୁଣି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଢିଲା। ଶ୍ରୀମନ୍ଦିରରୁ ଧରା ହେଲା ହିଡେନ୍ କ୍ୟାମେରା। ଜଣେ ଭକ୍ତଙ୍କ ଠାରୁ ଧରାପଡିଲା ହିଡେନ୍ କ୍ୟାମେରା। ଟାଉନଥାନାରେ ଜନୈକ ବ୍ୟକ୍ତି ଅଟକ। ଶ୍ରୀମନ୍ଦିର ଭିତରୁ ଜନୈକ ଭକ୍ତଙ୍କୁ ହିଡେନ୍ କ୍ୟାମେରା ସହ କାବୁ କରିଛି ସିଂହଦ୍ଵାର ଥାନା ପୁଲିସ। ଜୈନିକ ଭକ୍ତ ଗୁଜୁରାଟର ବିପୁଳ ପଟେଲ ବୋଲି ଜଣାପଡିଛି। କିଛିଦିନ ପୂର୍ବରୁ ପୁରୀର ଜଣେ ଯୁବକ ଚଷମାରେ ସ୍ପାଏ କ୍ୟାମେରା ନେଇ ଶ୍ରୀମନ୍ଦିରରୁ ଧରାପଡିଥିଲେ। ସାମାନ ଭାବରେ ଆଜି ଆଉ […]