ସେପ୍ଟେମ୍ବର ୧୮ରୁ ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ବର: ଆସନ୍ତା ସେପ୍ଟେମ୍ବର ୧୮ରୁ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ। ସେପ୍ଟେମ୍ବର ୨୫ ତାରିଖ ଯାଏ ଚାଲିବ ଅଧିବେଶନ। ମୌସୁମୀ ଅଧିବେଶନ ନେଇ ବାଚସ୍ପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସାଧାରଣତଃ ଜୁଲାଇ ଦ୍ବିତୀୟ ସପ୍ତାହରୁ ଅଗଷ୍ଟ ଦ୍ବିତୀୟ ସପ୍ତାହ ଭିତରେ ବିଧାନସଭାର ମୌସୁମୀ ଅଧିବେଶନ ବସି ଶେଷ ହୋଇଥାଏ । ହେଲେ ଏଥର ବିଳମ୍ବରେ ମୌସୁମୀ ଅଧିବେଶନ ବସିବାକୁ ଯାଉଛି । ଏହା ସ୍ବଳ୍ପ ସମୟ ପାଇଁ ବସିବାକୁ ଯାଉଥିବାବେଳେ ଗୃହ ବେଶ ସରଗରମ […]

ଭୁବନେଶ୍ବର: ଆସନ୍ତା ସେପ୍ଟେମ୍ବର ୧୮ରୁ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ। ସେପ୍ଟେମ୍ବର ୨୫ ତାରିଖ ଯାଏ ଚାଲିବ ଅଧିବେଶନ। ମୌସୁମୀ ଅଧିବେଶନ ନେଇ ବାଚସ୍ପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସାଧାରଣତଃ ଜୁଲାଇ ଦ୍ବିତୀୟ ସପ୍ତାହରୁ ଅଗଷ୍ଟ ଦ୍ବିତୀୟ ସପ୍ତାହ ଭିତରେ ବିଧାନସଭାର ମୌସୁମୀ ଅଧିବେଶନ ବସି ଶେଷ ହୋଇଥାଏ । ହେଲେ ଏଥର ବିଳମ୍ବରେ ମୌସୁମୀ ଅଧିବେଶନ ବସିବାକୁ ଯାଉଛି । ଏହା ସ୍ବଳ୍ପ ସମୟ ପାଇଁ ବସିବାକୁ ଯାଉଥିବାବେଳେ ଗୃହ ବେଶ ସରଗରମ ରହିବ।

About The Author: The Sakala