ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନର ଆଗୁଆ ପଦକ୍ଷେପ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବାବେଳେ ଏହାକୁ ଦୃଷ୍ଟିରେ ରଖି  ଜିଲ୍ଲା ପ୍ରଶାସନ ପଷରୁ ଆଗୁଆ ପଦକ୍ଷେପ ନିଆଯାଇଛି। ପଡିଆ ବ୍ଲ କର ବଜଗୁଡ଼ାରୁ ୩୨ଜଣ ଜଣ, ଏମ୍ଭି ୫୭ ଗ୍ରାମରୁ ୧୧ଜଣ ଓ ଗିରିକାନପାଲି ଗ୍ରାମରୁ ୪୧ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି  ତେବେ ଉଦ୍ଧାର ପରେ ଏହି ଲୋକଙ୍କ ଖାଦ୍ୟ, ପାନୀୟ ଆଦି […]

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବାବେଳେ ଏହାକୁ ଦୃଷ୍ଟିରେ ରଖି  ଜିଲ୍ଲା ପ୍ରଶାସନ ପଷରୁ ଆଗୁଆ ପଦକ୍ଷେପ ନିଆଯାଇଛି। ପଡିଆ ବ୍ଲ କର ବଜଗୁଡ଼ାରୁ ୩୨ଜଣ ଜଣ, ଏମ୍ଭି ୫୭ ଗ୍ରାମରୁ ୧୧ଜଣ ଓ ଗିରିକାନପାଲି ଗ୍ରାମରୁ ୪୧ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି  ତେବେ ଉଦ୍ଧାର ପରେ ଏହି ଲୋକଙ୍କ ଖାଦ୍ୟ, ପାନୀୟ ଆଦି ବ୍ୟବସ୍ଥା ମଧ୍ୟ ପ୍ରଶାସନ ପକ୍ଷରୁ ଆୟୋଜିତ କରାଯାଇଛି। ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ସମସ୍ତ ନଦୀର ଜଳ ସ୍ତର ବଢିବା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଥିବାରୁ ଜିଲ୍ଳା ପ୍ରଶାସନ ଏଭଳି ପଦକ୍ଷେପ ନେବକୁ ପ୍ରସ୍ତୁତି ଆରମ୍ଭ କରିଛି ।

About The Author: The Sakala